ରାଜ୍ୟ ସ୍ପେଶାଲ ରିପୋର୍ଟ

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଜୀବନୀ ସାହିତ୍ୟ ଗଳ୍ପର ଏକ କଳା, ଏହାର ଲେଖନୀ ଶୈଳୀ ଭିନ୍ନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ସ୍ବତନ୍ତ୍ରତାର ଉତ୍ସବ ହେଲା ଜୀବନୀ ସାହିତ୍ୟ। ଏହା ଗଳ୍ପର ଆଉ ଏକ କଳା, ଯାହାକୁ ଲେଖିବାର ଭିନ୍ନ ଶୈଳୀ ରହିଛି। ‘ଜୀବନରେ ସମନ୍ବୟ’ ଶୀର୍ଷକ ଆଲୋଚନାରେ ଏହି ମତ ପ୍ରକାଶ ପାଇଥିଲା।

ଏଥିରେ ଅଂଶଗ୍ରହଣ କରି ସମ୍ଭକାର ଏବଂ ଲେଖିକା ବାଚି କାରକାରିଆ, ଲେଖକ ଖୁସୱନ୍ତ ସିଂ ଏବଂ ଅନୁବାଦକ ଯତୀନ୍ଦ୍ର ନାୟକ କହିଥିଲେ, ଉଭୟ ଜୀବନୀ ଏବଂ ଆତ୍ମଜୀବନୀ ସ୍ମୃତିଶକ୍ତି ଉପରେ ଆଧାରିତ। ଅନେକ ସମୟରେ ସମାନ ବ୍ୟକ୍ତିଙ୍କ ଦୁଇଟି ଭିନ୍ନ ଜୀବନୀ ପୁସ୍ତକ କିମ୍ବା ଆତ୍ମଜୀବନୀରେ ଦୁଇଟି ଭିନ୍ନକଥା ଦେଖିବାକୁ ମିଳେ। ଆଜିର ସମୟରେ ପାଠକମାନେ ଜୀବନୀ ଏବଂ ପ୍ରୋଫାଇଲ୍‌ର ତଫାତ୍‌କୁ ବୁଝି ପାରନ୍ତି ନାହିଁ। ଅନେକ ଗବେଷଣା ପରେ ଲିଖିତ ଜୀବନୀ ପୁସ୍ତକକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଆପତ୍ତି ଉଠିଥାଏ। ବର୍ତ୍ତମାନ ସମୟରେ ଐତିହାସିକ ଚରିତ୍ରଙ୍କ ଜୀବନୀ ଲେଖିବା ହିଁ ସୁବିଧାଜନକ ହେଉଛି। ଜୀବନୀ ଲେଖାଯାଉଥିବା ବ୍ୟକ୍ତିଙ୍କ ଜୀବନର କେଉଁ ବିନ୍ଦୁ ଉପରେ ଲେଖାଯିବ, ତାଙ୍କର ଇଚ୍ଛାକୁ ମଧ୍ୟ ସମ୍ମାନ ଦେବା ଉଚିତ। ଏହି ଅଧିବେଶନକୁ ପ୍ରଫେସର୍‌ ଶଶ୍ମି ନାୟକ ପରିଚାଳନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।