ରାଜ୍ୟ

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀପଲ, ଘଉଡାଇବାକୁ ଉଦ୍ୟମ କରୁଛି ବନବିଭାଗ

ଆଠଗଡ ୧୮/୧୧: ୫୫ ଜାତୀୟ ରାଜପଥ ଚୌଦ୍ୱାର କୁସ୍ପଙ୍ଗି ଡିହସାହି ପାଖ ପାଟ ପାଖରେ ନିକଟରେ ହାତୀପଲ । କେଉଁ ପରିସ୍ଥିତିରେ ରାଜପଥ ଉପରକୁ ଆସିପାରନ୍ତି ଏହି ହାତୀପଲ ।

ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତୀକୁ ଜଙ୍ଗଲ ମୂହାଁ କରି ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି । ମଝିରେ ହାତୀପଲ ଗୋଟିଏ ପଟେ କଟକ ଚୌଦ୍ୱାର ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀ ନିଜ ଏରିଆରୁ ହାତୀକୁ ଘଉଡାଇବାକୁ ଚଳାଇଛନ୍ତି ଉଦ୍ୟମ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।