ରାଜ୍ୟ ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ


ରବି ଓ ସୋମବାର: କୌଣସି ଖୁସି ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ସାମାଜିକ ପରିସର ବୃଦ୍ଧି ହେବ।


ରବି ଓ ସୋମବାର: ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଶୁକ୍ର ଓ ଶନିବାର: ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।


ରବି ଓ ସୋମବାର: ଜୀବନସାଥୀଠୁ ଉପହାର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆଗକୁ ବଢ଼ିବେ ଓ ସମୟ ଭଲ। ଶୁକ୍ର ଓ ଶନିବାର: ଅଫିସ୍‌ରେ ଅଧିକ ପରିଶ୍ରମ କରି ବାକି କାମ ପୂରା କରିବେ।


ରବି ଓ ସୋମବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ। ଶୁକ୍ର ଓ ଶନିବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ।


ରବି ଓ ସୋମବାର: ସ୍ଥଗିତ ଥିବା କାମ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଘରର ପରିବେଶ ଭଲ ରହିବ। ଶୁକ୍ର ଓ ଶନିବାର: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ।


ରବି ଓ ସୋମବାର: ମନ ଶାନ୍ତ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: କୌଣସି ବଡ଼ ମାମଲାରେ ନିର୍ଣ୍ଣୟ ନେଇପାରନ୍ତି।


ରବି ଓ ସୋମବାର: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନକୁ ଉତ୍କଷ୍ଟ କରିବା ଲାଗି ଚେଷ୍ଟା କରିବେ। ଶୁକ୍ର ଓ ଶନିବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ।


ରବି ଓ ସୋମବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଶୁକ୍ର ଓ ଶନିବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ।


ରବି ଓ ସୋମବାର: ଆର୍ଥିକ ଲାଭ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।


ରବି ଓ ସୋମବାର: ପୂର୍ବସ୍ମୃତି ତାଜା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ସମସ୍ୟାର ସମାଧାନ ପାଇପାରିବେ। ଶୁକ୍ର ଓ ଶନିବାର: ଶୌର୍ଯ୍ୟ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ।


ରବି ଓ ସୋମବାର: ଜମିରେ ନିବେଶ ପାଇଁ ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ଶୁକ୍ର ଓ ଶନିବାର: ପରିଶ୍ରମର ଭଲ ପରିଣାମ ପାଇବେ।


ରବି ଓ ସୋମବାର: ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: କ୍ରୋଧ କଲେ କ୍ଷତି ହୋଇପାରେ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ଭଲ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।