ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ପରିବାର ସହିତ ଅଧିକ ସମୟ କାଟିବେ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।‌

ବୃଷ: ଆପଣ ଏଭଳି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘଦିନ ଅପେକ୍ଷା କରିଥିଲେ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।‌

ମିଥୁନ: ସମାଜରେ ଯଶ ଖ୍ୟାତି ବଢ଼ିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

କର୍କଟ: ନୂଆ ପ୍ରସଙ୍ଗରେ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜ କଥା ଭଲଭାବେ ରଖିପାରିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି।

ସିଂହ: ଜ୍ଞାନ ଓ ଭଲ ବିଚାରରେ ବୃଦ୍ଧି ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିପାରେ। ଧନଧାନ୍ୟ ବୃଦ୍ଧି ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: କାମ ସମ୍ପର୍କିତ ଚେଷ୍ଟାରେ ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି।

ବିଛା: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କୁ ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଟତା ଭରି ରହିବ।

ଧନୁ: କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ର ଖୁସି ଖବର ପାଇବେ।

ମକର: କ୍ୟାରିୟର ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ସାମାଜିକ କାର୍ଯ୍ୟ କରିବାର ଆପଣଙ୍କର ଆଗ୍ରହ ବଢ଼ିବ।

କୁମ୍ଭ: କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ଅଚାନକ ଧନଲାଭ ହେବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ। ଧନ ସଂପତ୍ତି ବୃଦ୍ଧି ପାଇବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ