ବି-ଟାଉନ୍ର କବୀର ସିଂହ ଓରଫ୍ ସାହିଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଦୁଇ ଛୁଆଙ୍କ ମା’ ମୀରା ବିକିନି ପିନ୍ଧା କିଛି ବୋଲ୍ଡ୍ ଫଟୋ ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଛନ୍ତି। ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ଅଧିକ ସଂଖ୍ୟାରେ ପସନ୍ଦ କରିବା ସହ କେମଣ୍ଟରେ ‘ଆହା ମାମା, ତୁମ୍ ତୋ ହଟ୍ ମାମା’ ଲେଖିଛନ୍ତି। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଜଗତରୁ ଦୀର୍ଘ ବର୍ଷ ଦୂରେଇ ରହିବା ପରେ ମଧ୍ୟ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀମାନେ ମୀରାଙ୍କୁ ଭୁଲି ପାରିନାହାନ୍ତି।
Trending
- ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
- ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
- ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
- ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
- ବ୍ରାଉନ୍ସୁଗାର ବେପାରରେ ବାପ-ପୁଅ
- ବଦଳିବ ଭିତରକନିକାର ରୂପରେଖ
- କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
- ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍ର ବନ୍ଦୀ ହେଲେ ପ୍ରଥମ
Monday, May 29