ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ଚୀନର ଚା’ ପାତ୍ର ସ˚ଗ୍ରହାଳୟ, ଜ‌ାଣନ୍ତୁ ଏହାର ଇତିହାସ

ବିଶ୍ବର ବୃହତ୍ତମ ଚା’ ପାତ୍ର ଆକୃତିର ସ˚ଗ୍ରହାଳୟ ରହିଛି ଚୀନର ମେଇତାନ୍‌ରେ; ଉଚ୍ଚତା ୭୩.୮ ମିଟର୍‌। ପାଞ୍ଚ ହଜାର ବର୍ଗ ମିଟର୍‌ ପରିମିତ ସ୍ଥାନରେ ସଂଗ୍ରହାଳୟଟି ନିର୍ମିତ। ମେଇତାନ୍‌, ଚାଇନିଜ୍‌ ସବୁଜ ଚାହାର ଜନ୍ମସ୍ଥାନ। ଏଠାକାର ସବୁଜ ଚା’ ସମଗ୍ର ଚୀନରେ ବେଶ୍‌ ଲୋକପ୍ରିୟ। ଏଣୁ, କିଛି ବର୍ଷ ତଳେ ଚା’ ସ˚ସ୍କୃତି ଉପରେ ଏଠାରେ ସ˚ଗ୍ରହାଳୟଟିଏ ସ୍ଥାପନ କରିବା ପାଇଁ ଚିନ୍ତା କରାଯାଇଥିଲା।

ଚା’ ସ˚ପର୍କିତ ନାନା ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି। ଅଣ-ଚାଇନିଜ୍‌ଙ୍କ ପାଇଁ ସ˚ଗ୍ରହାଳୟଟି ଏକ ଅପୂର୍ବ ସ୍ଥାପତ୍ୟ। ସ˚ଗ୍ରହାଳୟଟି ଦେଖିବାକୁ ଏକ ବିଶାଳ ଚା’ ପାତ୍ର ପରି। ଏହାର ଭିତର ପାଖର ବ୍ୟାସ ୨୪ମିଟର୍‌। ଏହା ଭିତରେ ଅଛି, ୨୮,୩୬୦ ଘନ ମିଟର୍‌ ଖାଲି ସ୍ଥାନ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ