ଖେଳ ଦେଶ ବିଦେଶ

ଗାବାରେ ପୁଣି ସିରାଜ ଅପମାନିତ

ସିଡ୍‌ନି ଟେଷ୍ଟ୍‌ ବେଳେ ଜାତିଆଣ ଆକ୍ଷେପର ଶିକାର ହୋଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଗାବାରେ ମଧ୍ୟ ଦର୍ଶକଙ୍କ ଖରାପ ବ୍ୟବହାରରୁ ବଞ୍ଚିତ ହୋଇନାହାନ୍ତି। ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ‌ସିରାଜ ସୀମାରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ଗ୍ୟାଲେରିରେ ବସିଥିବା କିଛି ଦର୍ଶକ ତାଙ୍କୁ ‘ରକ୍ତାକ୍ତ କୀଟ’ ବୋଲି ଡାକିଥିଲେ। ୱାସିଂଟନ୍‌ ସୁନ୍ଦରଙ୍କୁ ମଧ୍ୟ ସେହି ସମାନ ଦର୍ଶକ ଅପମାନିତ କରିଥିଲେ। ସିଡ୍‌ନି ମର୍ଣିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ ଉଭୟ ସିରାଜ ଓ ସୁନ୍ଦରଙ୍କୁ କିଛି ଦର୍ଶକ କୀଟ ବୋଲି ଡାକିଥିଲେ। ‘ମୋ ପଛରେ ଥିବା ଜଣେ ବ୍ୟକ୍ତି ବଡ଼ ପାଟିରେ ଉଭୟ ୱାସିଂଟନ ଓ ସିରାଜଙ୍କୁ ‘କୀଟ’ ଡାକୁଥିଲେ ବୋଲି କାଟେ ନାମକ ଜଣେ ଦର୍ଶକ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ