ଅପରାଧ ରାଜ୍ୟ

ଗାଡି ପାର୍କିଂକୁ ନେଇ ବାପ ଓ ପୁଅଙ୍କୁ ଗୁଳିମାଡ, ଉଭୟଙ୍କ ଜଙ୍ଘରେ ବାଜିଛି ଗୁଳି

ନୂଆପଡା ୨୧/୦୫: ନୂଆପଡା ଜିଲ୍ଲା ସିନାପାଲିରେ ଫୁଟିଲା ଗୁଳି । ଗୁଳିମାଡରେ ବାପ ଓ ପୁଅ ଗୁରୁତର । ଘଟଣାସ୍ଥଳରେ ଖଡିଆଳ SDPO ଙ୍କ ତଦନ୍ତ ଆରମ୍ଭ । ସୂଚନା ଥାଉକି, ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ଉଭୟ ବାପ ପୁଅଙ୍କ ଜଙ୍ଘରେ ବାଜିଛି ଗୁଳି ।

ବର୍ତ୍ତମାନ ଚିକିତ୍ସା ପାଇଁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ପଷ୍ଟ ନଜର ରଖିଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।