ଦେଶ ବିଦେଶ ମନୋରଞ୍ଜନ

ଗର୍ଲଫ୍ରେଣ୍ଡ୍ ଶିବାନୀଙ୍କ ସହ ଏହି ଦିନ ବିବାହ କରିବେ ଫରହାନ ଅଖତର, ବୁକିଂ କରିଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍

ନୂଆଦିଲ୍ଲୀ ୦୫/୦୧ : ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି। ଉଭୟ ଡେଟରୁ ନେଇ ଭ୍ୟାକେସନ୍ ପର୍ଯ୍ୟନ୍ତ ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ବର୍ତ୍ତମାନ ଖବର ଆସୁଛି, ଏହି କପଲ୍ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି।

ସୂଚନା ଅନୁଯାୟୀ, ଫରହାନ-ଶିବାନୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି। ଏହି କପଲ୍ ମୁମ୍ବାଇରେ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି। ତେବେ କରୋନାକୁ ଦୃଷ୍ଟିରେ ରଖି ସେମାନଙ୍କ ବିବାହରେ ସୀମିତ ସଂଖ୍ୟକ ଲୋକଙ୍କୁ ନିମନ୍ତଣ କରିବେ ବୋଲି କୁହାଯାଉଛି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନଙ୍କୁ ନିମନ୍ତଣ କରାଯିବ। ଦୁହେଁ ବିବାହ ପାଇଁ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ ମଧ୍ୟ ବୁକ୍ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ