ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର ୮।୬: ଖୋଲା କୂଅରେ ଖସିପଡିଲା ବାଘ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ବଂଶାଜାଲ ପଞ୍ଚାୟତର ସାନହିଣ୍ଡୋଲ ଘାଟି ନିକଟରେ ଥିବା ଏକ ଖୋଲା କୂଅରେ କଲରାପତରିଆ ବାଘଟି ଖସିପଡିଥିଲା । କୂଅରେ ପାଖାପାଖି ୬ ଫୁଟ ପାଣି ଥିବା ଜଣାପଡିଥିଲା ।

ତେବେ ବର୍ତ୍ତମାନ କଲରାପତରିଆ ବାଘଟି ଉଦ୍ଧାର ହେବା ପରେ ଜଙ୍ଗଲମୁହାଁ ହୋଇଥିବା ଜଣାପଡିଛି । ବାଘଟିକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଉଦ୍ଧାର କରିଥିବା ବେଳେ ବାଘଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।