ଅପରାଧ ରାଜ୍ୟ

ଖେଳିବାକୁ ଯିବାବେଳେ ଧକ୍କା ଦେଲା ଟିପ୍ପର, ୧୨ବର୍ଷ ବାଳକଙ୍କ ମୁତ୍ୟୁ

ଅନୁଗୋଳ ୧୩।୬: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଳକଙ୍କ ଜୀବନ । ଅନୁଗୋଳ ଟ୍ରାଫିକ୍ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟିପ୍ପର ଧକ୍କାରେ ୧୨ବର୍ଷର ବାଳକଙ୍କର ମୁତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଟ୍ରାଫିକ୍ ଛକ ମିଶ୍ରପଡାର ଆୟୁଷ ନାମକ ବାଳକ ଜଣଙ୍କ କଦମ ପଡିଆକୁ ଭାଇ ସହ ଖେଳିବାକୁ ଆସୁଥିବା ବେଳେ ଟିପ୍ପରଟି ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୁତ ଘୋଷଣା କରିଛନ୍ତି । ଅନୁଗୋଳ ପୋଲିସ ଟିପ୍ପର ଜବତ କରିବା ସହ ତଦନ୍ତ ଚଳାଇଛି । ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।