ଅପରାଧ ରାଜ୍ୟ

ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

ଖୋର୍ଦ୍ଧା ୧୮।୦୬ : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ବାନ୍ଧି ଖଣିରେ ପକାଇଥିଲେ ଦୁର୍ବୁର୍ତ୍ତ। ମୃତଦେହ ମିଳିବା ପରଠୁ ଆକ୍ସନକ ଆସିଥିଲା ପୋଲିସ । ଏହି ହତ୍ୟା ପଛରେ କାରଣ କଣ ଏବଂ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଥିଲା ଆଦର୍ଶ ଥାନା ପୋଲିସ । ଏବେ ଏହି ଘଟଣାରେ ଆଦର୍ଶ ଥାନାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଟକ ରଖିଥିବା ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।