ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନାଙ୍କ ଆଇଟମ୍‌ ଗୀତରେ ଠୁମକା ଲଗାଇଲେ ବିଦେଶୀ ଝିଅ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ ୨୯।୦୬ : ଭାରତରେ ଯେକୌଣସି କାର୍ଯ୍ୟକ୍ରମ ସ୍ବାଦିଷ୍ଟ ଖାଦ୍ୟ ବା ସିଜ୍ଲିଙ୍ଗ୍ ଡ୍ୟାନ୍ସ ବିନା ସଂପୂର୍ଣ୍ଣ ହୋଇପାରିବ ନାହିଁ ।ଏପରି ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଇଥିବା ଉଭୟ ଝିଅ ସମସ୍ତଙ୍କୁ ବହୁତ ଏଣ୍ଟରଟେନ୍‌ମେଣ୍ଟ କରିଛନ୍ତି ।

ଏହି ଭିଡିଓରେ ଜଣେ ଝିଅ ଭାରତୀୟ ହୋଇଥିବା ବେଳେ ଅନ୍ୟ ଝିଅଟି ବିଦେଶୀ । ଦୁହେଁ ବଲିଉଡ୍‌ ଗୀତ ଚିକନି ଚମେଲି ଗୀତରେ ମଜାଳିଆ ଢଙ୍ଗରେ ନାଚିଛନ୍ତି। ନାଚିବା ସମୟରେ ଉଭୟ ହସୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖାଯାଇଛି ଯେ ଆମେ ବିଫଳ ହେଲୁ କିନ୍ତୁ ଆମେ ବହୁତ ଉପଭୋଗ କଲୁ । ବର୍ତ୍ତମାନ ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଧମାଲ କରୁଛି। ଏହାକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଆସିବ । ବର୍ତ୍ତମାନ ସୁଦ୍ଧା ସାତ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ୫୦ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ