ଖେଳ ଦେଶ ବିଦେଶ ମନୋରଞ୍ଜନ

କ୍ରିକେଟ୍ ଖେଳୁଛନ୍ତି ତାପସି

ତେଲୁଗୁ ଚଳଚ୍ଚିତ୍ର ଜଗତରୁ କ୍ୟାରିୟର୍ ଆରମ୍ଭ କରିଥିବା ନାୟିକା ତାପସୀ ପନ୍ନୁ ଏବେ କ୍ରିକେଟ୍ ଅଭ୍ୟାସ କରୁଛନ୍ତି। ପୂର୍ବରୁ ଆଥଲେଟିକ୍ ‘ରଶ୍ମି ରକେଟ୍’ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ୪୦୦ ମିଟର୍ ଟ୍ରାକ୍‌ରେ ଦୌଡ଼ୁଥିବା ତାପସୀ ଏବେ ‘ସାବାସ୍ ମିଟୁ’ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ଙ୍କ ଉପରେ ପ୍ରସ୍ତୁତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ତାପସୀ ମିଟୁ ଭୂମିକାରେ ଅଭିନୟ କରିବେ। ଏନେଇ ସେ ପ୍ରତିଦିନ ମିତାଲିଙ୍କ ବ୍ୟାଟିଂ ଶୈଳୀକୁ ଅଭ୍ୟାସ କରୁଛନ୍ତି। ଏହାର ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ