ଦେଶ ବିଦେଶ ମନୋରଞ୍ଜନ

କରୋନା ପଜିଟିଭ୍ ହେଲେ ନୋରା, ପୋଷ୍ଟ କରି ଲେଖିଲେ ଏପରି

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାର ଖବର ସାମନାକୁ ଆସିଥିଲା । ଆଉ ଏବେ ଦିଲବର୍ ଗର୍ଲ ନୋରା ଫତେହି ମଧ୍ୟ କୋଭିଡ୍ ଭାଇରସ୍ ର ଶିକାର ହୋଇଛନ୍ତି । ନୋରା ଏବେ କ୍ମେ୍ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଛନ୍ତି । ଡିସେମ୍ବର ୨୮ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏ ସମ୍ପର୍କରେ ନୋରାଙ୍କ ସ୍ପୋକ୍ସ ପର୍ସନ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ