ମନୋରଞ୍ଜନ

କରୋନା ପାଇଁ ସଚେତନତା

ପ୍ରିୟମ୍ବଦା ରାଉତ ଏକ ସଚେତନାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତି, ଯାହାର ଶୀର୍ଷକ ରହିଛି ‘୧୯- ଅଣସର’। ଏଥିରେ ବିଶ୍ୱରେଖା ଜଗଦେବ, ଦେବଦତ୍ତ ପତି, ପ୍ରିୟମ୍ବଦା ରାଉତ, ଅନ୍ତର୍ଯ୍ୟାମୀ ମିଶ୍ର, ଅଂଶୁମାନ ସେନାପତି ପ୍ରମୁଖ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ‘୧୯- ଅଣସର’ର ସଂଳାପ ରଚନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର। ସମ୍ପାଦନା କରିଛନ୍ତି ଅଂଶୁମାନ ସେନାପତି। ଏବେର କରୋନା ମହାମାରୀ ଆଶଙ୍କାରେ ଅନେକ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି। ଜଣେ କୋଭିଡ୍ ସଂକ୍ରମିତଙ୍କୁ ତାଙ୍କ ସାଙ୍ଗସାଥୀ, ସାହିପଡ଼ିଶା ଅଥବା ଅଜଣାଲୋକ ନ ହେଲେ ନାହିଁ ଅନ୍ତତଃ ଘରଲୋକ ସହଯୋଗ କରିବା ଉଚିତ। ହେଲେ ଆତ୍ମୀୟସ୍ବଜନ ମଧ୍ୟ ଶାରୀରିକ ଓ ମାନସିକ ଭାବେ ସହଯୋଗ କରିପାରୁନାହାନ୍ତି। ଏଭଳି ଅଭାବନୀୟ ପରିସ୍ଥିତିରେ ଭାଙ୍ଗି ନ ପଡ଼ି କରୋନା ଆକ୍ରାନ୍ତଙ୍କୁ ମାନସିକ ଭାବେ ସହଯୋଗ କରିବା ପାଇଁ ଏକମାତ୍ର ଉପାୟ ହେଉଛି ସଚେତନତା ସୃଷ୍ଟି କରିବା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ