ଦେଶ ବିଦେଶ ମନୋରଞ୍ଜନ

କରୋନାରେ ସଂକ୍ରମିତ ହେଲେ ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଟ୍ବିଟ୍ କରି ଦେଲେ ସୂଚନା

ମୁମ୍ବାଇ ୦୯।୦୧ : ବର୍ତ୍ତମାନ ସାରା ଦେଶରେ ବ୍ୟାପିଲାଣି କରୋନା। ମାଡି ବସିଲାଣି ତୃତୀୟ ଲହରର ଆତଙ୍କ। ଏବେ ବି-ଟାଉନ୍‌ରେ ବି କାୟା ମେଲାଇଛି ମାହାମାରୀ କରୋନା। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ ସଂକ୍ରମିତ କଲାଣି କରୋନା। ଅଭିନେତା ଅଭିନେତ୍ରୀଙ୍କ ପରେ ଏବେ ନିର୍ଦ୍ଦେଶକଙ୍କ ପାଳି । ବଲିଉଡର ପ୍ରସିଦ୍ଧ ଅଭିନେତା ମଧୁର ଭଣ୍ଡାରକର ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି, ଯେ‘ମୁଁ କରୋନା ପଜିଟିଭ ହୋଇଛି। କରୋନା ଟିକାର ଦୁଇଟି ଡୋଜ୍‌ ନେଇକି ମଧ୍ୟ ମୋ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ମୁଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଆଇସୋଲେଟ୍‌ କରିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଥିଲେ, ଦୟା କରିକି ସେମାନେ ନିଜର କରୋନା ଟେଷ୍ଟ କରି ନିଅନ୍ତୁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ