ଦେଶ ବିଦେଶ ମନୋରଞ୍ଜନ

କ’ଣ ବିଗିଡିଗଲା କି ଦକ୍ଷିଣୀ ସୁନ୍ଦରୀଙ୍କ ସ୍ୱାସ୍ଥ୍ୟାବସ୍ଥା? ହସ୍ପିଟାଲ ଫଟୋ ଭାଇରାଲ

ମୁମ୍ୱାଇ ୨୬/୧୧: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ଯାହା ଦେଖିବା ପରେ ଫ୍ୟାନ୍ସଙ୍କୁ ଲାଗିଛି ଝଟକା ।

ସୂଚନା ଥାଉକି ଗତ କିଛିଦିନ ତଳେ ସାମନ୍ଥା ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ ତାଙ୍କୁ କିଛି ରୋଗ ହୋଇଛି । ଯାହାର ଚିକିତ୍ସା ପାଇଁ ସେ କିଛି ମାସ ହେବ ଡାଇଗ୍ନୋସିସ ରେ ଅଛନ୍ତି । ଏବେ ପୁଣିଥରେ ଇଣ୍ଟରନେଟରେ ଏଭଳି ଖବର ଆସିବା ପରେ ଫ୍ୟାନ୍ସମାନେ ବହୁତ କନଫ୍ୟୁଜନ ହୋଇପଡିଛନ୍ତି । କାରଣ ଫଟୋ ଭାଇରାଲ ହେବା ପରେ କୁହାଯାଉଛି କି, ଶରୀର ଅସୁସ୍ଥ ହେବାରୁ ତାଙ୍କ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ସାମନ୍ଥା ଋଥୁ ପ୍ରଭୁ ଏହି ଖବରକୁ ଖଣ୍ଡନ କରିଛନ୍ତି । ଅଭିନେତ୍ରୀ କହିଛନ୍ତି ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇନି । ବରଂ ମୁଁ ଘରେ ରହି ଆରାମ କରୁଛି । ଗତ ୨୯ ଅକ୍ଟୋବରରେ ସେ ନିଜର ହେଲ୍ଥ ଅପଡେଟ୍ ଦେଇଥିଲେ । ଏବେ ସେମିତି କିଛି ସେ ପୋଷ୍ଟ କରିନାହାଁନ୍ତି । କୁହାଯାଉଛି ସାମନ୍ଥା ଗତ କିଛି ଦିନ ହେବ ନିଜ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ