ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ, ଟେନିସ କ୍ରିକେଟ ଖେଳି ପାଇଲେ କାଂସ୍ୟ ପଦକ

ଚାନ୍ଦବାଲି ୦୪/୦୩: ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ ,ଦ୍ୱିତୀୟ ମ୍ୟାଚ ବାଙ୍ଗଲାଦେଶ ,ତୃତିୟ ମ୍ୟାଚ ସେ ଶ୍ରୀଲଙ୍କା ସହ ଖେଳିଥିଲେ ।

ମମତା ବେହେରା ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ ଟେନିସ କ୍ରିକେଟ ଖେଳୁଥିଲେ । ସେ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇ ଥିବାରୁ ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀ ସହ ଭଦ୍ରକ ଜିଲ୍ଲା ଓ ଆମ ରାଜ୍ୟ ପାଇଁ ଗୌରବ ନେଇ ତାଙ୍କର ଉତରତ୍ତ୍ୱର କାମନା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀର ସମସ୍ତ କର୍ମକତା । ଆଜି ସେ ଚାନ୍ଦବାଲିରେ ପହଁଚିବା ପରେ ତାଙ୍କୁ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନ ଦିଆଯିବା ସହ ଚାନ୍ଦବାଲି ଥାନା ଅଧିକାରୀ ଓ ଏସଡ଼ିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ