କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏହି ଦିନ ମହିଳାମାନେ ଭୁଲରେ ବି ଲଗାନ୍ତୁ ନାହିଁ ତେଲ,ନଚେତ ପତିଙ୍କର କମିଯିବ ଆୟୁଷ !

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବୋହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ତଥା ଶାନ୍ତି ଏବଂ ଅଶାନ୍ତି ସେହି ଘରର ବୋହୁ ଉପରେ ନିର୍ଭର କରିଥାଏ । ବୋହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୁ ମଧ୍ୟ କେବେ କେବେ ଘରର ସର୍ବନାସର କାରଣ ମଧ୍ୟ ହୋଇଥାଏ। ବିବାହ ପୂର୍ବରୁ ଝିଅକୁ ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ବିବାହ ପରେ ସେହି ଝିଅକୁ ଗୃହଲଷ୍ମୀ ବୋଲି କୁହାଯାଏ। ଯଦି ଜଣେ ନାରୀ ଆମ ସଂସ୍କୃତିର ନିୟମକୁ ଭଲ ଭାବେ ମାନିଥାଏ ତେବେ ସେହି ଘର ଧନ ସମ୍ପତିରେ ପୁର୍ଣ୍ଣ ହୋଇଯାଇଥାଏ। କେବଳ ଏତିକି ନୁହେଁ ଜଣେ ବିବାହିତା ନାରୀ କିମ୍ବା ମହିଳାଙ୍କ ଛୋଟ ଛୋଟ କାର୍ଯ୍ୟ ଉପରେ ମଧ୍ୟ ପରିବାରର ସୁଖଶାନ୍ତି ନିର୍ଭର କରିଥାଏ। ଏପରିକି ଜଣେ ବିବାହିତା ପୁରୁଷଙ୍କ ଆୟୁଷ ମଧ୍ୟ ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ମହିଳାଙ୍କ ବିଷୟରେ ଏପରି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପରିବାରର ସୁଖଶାନ୍ତିକୁ ଦୃଢ ରଖିବ। ଆମେ ସମସ୍ତେ ପ୍ରତିଦିନ ଦେହ ଏବଂ ମୁଣ୍ଡରେ ତେଲ ଲଗେଇଥାଉ। କିନ୍ତୁ ଆମ ପୁରାଣଶାସ୍ତ୍ର ଅନୁସାରେ ମହିଳାମାନେ ପ୍ରତିଦିନ ତେଲ ଲଗାଇବା ଉଚିତ ନୁହେଁ। କେବଳ ସପ୍ତାହରେ 3 ଦିନ କିମ୍ବା 3ଟି ବାରରେ ତେଲ ଲଗାଇବା ଉଚିତ ହୋଇଥାଏ ଫଳରେ ଘରେ ଧନସମ୍ପତ୍ତିର ଆଗମନ ହୋଇଥାଏ। କେତେକ ମହିଳା ଗାଧେଇବା ପୂର୍ବରୁ ତେଲ ଲଗାଇଥାନ୍ତି କିନ୍ତୁ ଏହା ଉଚିତ ହୋଇନଥାଏ । 1. ଶାସ୍ତ୍ର ଅନୁସାରେ ମଙ୍ଗଳବାର , ଗୁରୁବାର, ଶନିବାର ଏବଂ ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ ହୋଇନଥାଏ। ଏହି ଦିନଗୁଡିକରେ ତେଲ ଲଗାଇବା ଦ୍ୱାରା ଘରେ ଅଶାନ୍ତି ଦେଖାଦେଇଥାଏ। ଏବଂ ସ୍ୱାମୀଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ । 2.ଶନିବାର ଦିନ ମହିଳା ମାନେ ତେଲ ଲଗାଇବା ଦ୍ୱାରା ଘରକୁ ଶନିଦେବଙ୍କର ଆଗମନ ହୋଇଥାଏ ଏବଂ ସବୁବେଳେ ଘରେ କଳିଝଗଡା ମଧ୍ୟ ଦେଖାଦେଇଥାଏ। 3.ସେହିପରି ମଙ୍ଗଳାବାର ଦିନ ମହିଳାମାନେ ତେଲ ଲଗାଇବା ଦ୍ୱାରା ଧନହାନି ଏବଂ ମାନହାନି ହେବା ସହ ସ୍ୱାମୀଙ୍କ ଆୟୁଷ ମଧ୍ୟ ହାନି ହୋଇଥାଏ । ସେଥିପାଇଁ ମହିଳାମାନେ ଏହି ସବୁ ଦିନରେ ତେଲ ଲଗାନ୍ତୁ ନାହିଁ।

4. ଯଦି ମହିଳାମାନେ ଗୁରୁବାର ଦିନ ତେଲ ଲଗାନ୍ତି ତେବେ ମାତା ଲକ୍ଷ୍ମୀ ସେହି ଘର ଛାଡ଼ି ଚାଲିଯାଆନ୍ତି ଏବଂ ଫଳରେ ଘରକୁ ଦାରିଦ୍ର୍ୟର ଆଗମନ ହୋଇଥାଏ। 5. ଶୁକ୍ରବାର ଦିନ ମହିଳାମାନେ ତେଲ ଲଗାଇବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଆସିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ