ଦେଶ ବିଦେଶ ମନୋରଞ୍ଜନ

ଏକାଠି ନଜର ଆସିଲେ ଲିଓନାର୍ଡ-ନତାଶା

ନୂଆଦିଲ୍ଲୀ ୨୮/୦୨; ଏକାଠି ନଜର ଆସିଲେ ହଲିଉଡ୍‌ ମେଗାଷ୍ଟାର୍‌ ଲିଓନାର୍ଡ ଏବଂ ମଡେଲ୍‌ ତଥା ଅଭିନେତ୍ରୀ ନତାଶା ପୁନାୱାଲା। ଲଣ୍ଡନରେ ବନ୍ଧୁଙ୍କର ଏକ ବିବାହ ସମାରୋହରେ ଦୁହେଁ ନଜର ଆସିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ସଟର ବଗ୍‌ ପକ୍ଷରୁ ଏହି ଫଟୋ ଉଠାଯାଇଛି।

ବ୍ରଟିସ୍‌ ଭୋଗ୍‌ ଏଡିଟର ଇଡୱାର୍ଡ ଏନିଫୁଲ୍‌ ଏବଂ ଆଲେସ ମାକ୍ସୱେଲ୍‌ସନ୍‌ଙ୍କ ବିବାହ ସମାରୋହର ଏହି ଫଟୋ। ଏହି ବିବାହରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଲଣ୍ଡନ ଚେଲ୍‌ସା ରୋଷ୍ଟୁରାଣ୍ଟରେ ଏହି ବିବାହ ହୋଇଥିଲା।

ନତାଶା ପୁନାବାଲା ସେରମ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ର ସିଇଓ ଆଦର ପୁନାୱାଲାଙ୍କ ପତ୍ନୀ। ସେହିପରି ଡିକାପ୍ରିଓ ଅଭିନେତ୍ରୀ ତଥା ମଡେଲ୍‌ କାମିଲା ମୋରନିଙ୍କୁ ଡେଟ୍‌ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ