ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆସିଗଲା ନୂଆ ଆପଲ୍ ଓ୍ୱାଚ୍ : ସୁଯୋଗ ଛାଡନ୍ତୁନି, ଆମାଜନରେ ମିଳୁଥିବା ସ୍ମାର୍ଟ ଓ୍ୱାଚ୍‌ର ଦାମ୍ ବି ଆକର୍ଷଣୀୟ

ନୂଆଦିଲ୍ଲୀ, ୧୧|୦୮: ଏଣିକି ଅନଲାଇନ୍ ସପିଂ ସାଇଟ ଆମାଜନରେ ମିଳୁଛି ଲାଟେଷ୍ଟ୍ ଆପଲ୍ ଓ୍ୱାଚ୍ । ଆମାଜନରେ ଆପଲ ଓ୍ୱାଚ୍‌ର ଆକର୍ଷଣୀୟ ଓ୍ୱିକେଣ୍ଡ୍ ସେଲ୍ସ ଆରମ୍ଭ ହୋଇଛି ।

ଗ୍ରାହକମାନେ ଏବେ ଆମାଜନରୁ ବ୍ରାଣ୍ଡ୍ ନ୍ୟୁ ଆପଲ ଓ୍ୱାଚର କିଣି ପାରିବେ । ଆପଲ୍ ଓ୍ୱାଚ୍ ଏସଇ ଓ ଆପଲ ଓ୍ୱାଚ୍ ସିରିଜ-୬ ମଧ୍ୟ ଗତ ଶୁକ୍ରବାରଠାରୁ ଅନଲାଇନରେ ମିଳୁଛି । ଏହା ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ । ଏସଇ ସିରିଜର ଦାମ୍ ୨୧ହଜାର ଥିବା ବେଳେ ସିରିଜ୬ର ଦାମ୍ ରହିଛି ୪୩ ହଜାର ।

ଆପଲ୍ ଏସଇ ୪୦ ଏମଏମ ସୁନେଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୨୨ ହଜାର ଟଙ୍କା ଥିବା ବେଳେ ସ୍ପେସ୍ ଗ୍ରାର ଦାମ୍ ୨୮ ହଜାର ଟଙ୍କା ରହିଛି । ସେହିପରି ସିରିଜ୍ ୬ ମଡେଲର ସିଲଭଲ୍ ଓ୍ୱାଚ୍‌ର ଦାମ୍ ୪୪ ହଜାର ଟଙ୍କା ଥିବା ବେଳେ ନାଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୪୩ ହଜାର ୯୦୦ ଟଙ୍କା ରହିଛି ।

ପୂର୍ବାପେକ୍ଷା ଏବେ ଆପଲ ଓ୍ୱାଚର ଦାମ୍ ସାମାନ୍ୟ ହ୍ରାସ ପାଇଛି । ଏହି ସ୍ମାର୍ଟ ଓ୍ୱାଚରେ ୟୁଜରମାନେ ମେସେଜ୍, କଲ୍ ରିସିଭ କରିବ, ନିଜ ଦୈନନ୍ଦିନ କାର୍ଯ୍ୟର ସୂଚୀ ପ୍ରସ୍ତୁତ କରିପାରିବେ । ଏହାସହ ନିଜର ହାର୍ଟ ରେଟ୍ ମଧ୍ୟ ଚେକ୍ କରିପାରିବେ । ଏହାସହ ଆପଲ୍ ପେ ମଧ୍ୟ କରିହେବ ।

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଆମାଜନ ଆପଲ୍ ଓ୍ୱାଚ୍‌ର ଅନଲାଇନ୍ ସେଲ୍ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ କମ୍ପାନୀ ସେଲ୍ ଆରମ୍ଭ କରିଥିଲା । କିନ୍ତୁ ଏବେ ଓ୍ୱାଚ୍‌ର ଦାମ୍ ହ୍ରାସ ପାଇଛି । ଯେଉଁମାନେ ଏହାକୁ କିଣିବାକୁ ଚାହୁଁଛନ୍ତି ଅତିଶୀଘ୍ର ଅର୍ଡର କରି ନିଅନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ