ଦେଶ ବିଦେଶ ମନୋରଞ୍ଜନ

ଆର୍ଯ୍ୟନଙ୍କ ଜନ୍ମଦିନରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଲେ ଜୁହି ଚାୱଲା

ମୁମ୍ବାଇ ୧୩/୧୧: ଆଜି ଆର୍ଯ୍ୟନ ଖାନ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଭିନେତ୍ରୀ ଜୁହି ଚାୱଲା ଆର୍ଯ୍ୟନଙ୍କ ପାଇଁ ଜନ୍ମଦିନ ବାର୍ତ୍ତା ଏବଂ ଉପହାର ସେୟାର କରିଛନ୍ତି।

ସୂଚନା ଅନୁଯାୟୀ, ଜୁହି ଆର୍ଯ୍ୟନଙ୍କ ଜନ୍ମଦିନ ଅବସରରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜୁହି ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆର୍ଯ୍ୟନ୍, ସୁହାନା ଜୁହିଙ୍କ ପିଲା ଜାହ୍ନଭୀ, ଅର୍ଜୁନ ମେହେଟ୍ଟା ନଜର ଆସିଛନ୍ତି। ଫଟୋ ପୋଷ୍ଟ କରିବା ସହିତ ଜୁହି ଲେଖିଛନ୍ତି, ଆର୍ଯ୍ୟନ୍ ଖାନଙ୍କ ନାମରେ ୫୦୦ ଗଛ ଲଗାଇବାକୁ ମୁଁ ପ୍ରତିଜ୍ଞା ନେଇଛି। ଏହା ବ୍ୟତୀତ ଅଭିନେତ୍ରୀ ଶାହରୁଖଙ୍କ ନାମରେ ମଧ୍ୟ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଇ ତାଙ୍କ ୫୬ ତମ ଜନ୍ମଦିନ ପାଳନ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ