ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ପ୍ଲେନ୍ କ୍ରାସ୍; ବିଦ୍ୟୁତ୍ ତାର ଲାଗି ଦୁର୍ଘଟଣାଗ୍ରସ୍ତ ବିମାନ

ନୂଆଦିଲ୍ଲୀ: ଆମେରିକାରେ ପ୍ଲେନ୍ କ୍ରାସ୍ । ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ ।

ସୂଚନା ଅନୁଯାୟୀ, ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଉଛି ବିମାନ । ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା । ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାରରେ ଲାଗି ବିମାନ ଖସିପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ଯ ମାଳିପାରିନାହିଁ । ଅନ୍ଯପଟେ ବିଜୁଳି ତାର ଛିଡ଼ିବା ଫଳରେ ୧ଲକ୍ଷରୁ ଅଧିକ ପରିବାରକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ