ଦେଶ ବିଦେଶ ମନୋରଞ୍ଜନ

ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା : ସୁଇସାଇଡ ନୋଟରେ ଲେଖିଥିଲେ କାରଣ

ମୁମ୍ବାଇ ୪/୧୨: ଟିଭି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି। ତାଙ୍କର ଏକ ସୁଇସାଇଡ ନୋଟ୍ ସାମନାକୁ ଆସିଛି। ଅଭିଷେକ ଦୀର୍ଘ ଦିନରୁ ଏହି ଧାରାବାହିକ ପାଇଁ ଲେଖାଲେଖି କରୁଥିଲେ। ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ।

ଅଭିଷେକ ଗତ ସପ୍ତାହ​‌ରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ସେ ସାଇବର ଠକାମିର ଶିକାର ହୋଇଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା। ତାଙ୍କ ମୃତ୍ୟୁ ପରଠୁ ଟଙ୍କା ଫେରାଇବାକୁ ଲଗାତାର ଫୋନ୍ ଆସୁଛି। ଅଭିଷେକ ସେମାନଙ୍କୁ ଲୋନରେ ଗ୍ୟାରେଣ୍ଟର କରିଥିଲେ।

ଅଭିଷେକ ମକଓ୍ବାନା ନଭେମ୍ବର ୨୭ତାରିଖରେ ତାଙ୍କ କାନ୍ଦିବଲି ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହା ପରେ ପୋଲିସ୍ ଏହି ମାମଲାରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ