ମନୋରଞ୍ଜନ

ଆତ୍ମଜୀବନୀର ପ୍ରଚ୍ଛଦ ସେୟାର୍ କଲେ ନିନା

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଆତ୍ମଜୀବନୀ ପୁସ୍ତକର ପ୍ରଥମ ଝଲକ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ନିନା ବହିର ପ୍ରଚ୍ଛଦ ପୃଷ୍ଠାକୁ ସେୟାର୍‌ କରି ଲେଖିଛନ୍ତି ଯେ ବର୍ତ୍ତମାନ ମଣିଷ ସମାଜ ସବୁଠୁ ଦୁଃଖ ଓ କଷ୍ଟକର ସମୟ ଦେଇ ଗତି କରୁଛି। ତାହା ସେ ତାଙ୍କ ପୁସ୍ତକ ଆରମ୍ଭରୁ ଉଲ୍ଲେଖ କରିଛନ୍ତି। ଗତ ଲକ୍‌ଡାଉନ୍‌ ସମୟରେ ନିନା ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ତାଙ୍କର ଏହି ଆତ୍ମଜୀବନୀର ନାଁ ସେ ‘ସଚ୍ଚ କହୁଁ ତୋ’ ରଖିଛନ୍ତି। ପୁସ୍ତକଟି ଆଗାମୀ ଜୁନ୍ ୧୪ରେ ବଜାରରେ ଉପଲବ୍ଧ ହେବ। ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ଏହି ବହି ଉପଲବ୍‌ଧ ହେବ ବୋଲି ସେ କହିଛନ୍ତି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ