ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠାରୁ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ

ଯାଜପୁରସଦର: ମା’ ବିରଜାଙ୍କ ଦୁର୍ଗୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଆସନ୍ତାକାଲି ସୁନିଆ ଅବସରରେ ମା’ଙ୍କର ବନଯାଗ ଯାତ୍ରା ହେବ। ଆସନ୍ତା ୧୭ ତାରିଖ ମୂଳାଷ୍ଟମୀରେ ମା’ ବିରଜାଙ୍କ ଷୋଡ଼ଶ ଦିବସୀୟ ପୂଜାରମ୍ଭ ହେବ। ସେପ୍ଟେମ୍ବର ୧୮ରୁ ୨୪ ସିଂହାସନେ ଓ ଯଜ୍ଞମଣ୍ଡପେ ଦିବାରାତ୍ର ଷୋଡ଼ଶୋପଚାର ପୂଜା, ସେପ୍ଟେମ୍ବର ୨୫ ମହାଳୟା ଅମାବାସ୍ୟା ଅବସରରେ ନାଭିଗୟାରେ ପିଣ୍ଡଦାନ ସହ ବିରଜାଙ୍କ ସିଂହଧ୍ବଜ ରଥାଧିବାସ ରହିଛି। ୨୬ରେ ମା’ଙ୍କର ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ସେପ୍ଟେମ୍ବର ୨୭ ଓ ୨୮ ନିତ୍ୟପୂଜା ଏବଂ ରଥଟଣା। ୨୯ ତାରିଖରେ ମା’ଙ୍କର ପଞ୍ଚମୀକଳ୍ପ, ଯଜ୍ଞାରମ୍ଭ, ଅକ୍ଟୋବର ୨ ତାରିଖରେ ବିରଜାଙ୍କର ମହାଷ୍ଟମୀ, ୩ ତାରିଖରେ ମହାନବମୀ ସହ ଲାଖବିନ୍ଧା ଯାତ୍ରା, ୪ ତାରିଖରେ ମାଙ୍କର ଦଶହରା ପର୍ବ ଓ ୯ ତାରିଖରେ କୁମାରୋତ୍ସବ ସହ ଅକ୍ଷକ୍ରୀଡ଼ା କାର୍ଯ୍ୟକ୍ରମ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ