ଖେଳ ଦେଶ ବିଦେଶ

ଆଇପିଏଲ : ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବ କୋଲକାତା

ଚେନ୍ନାଇ: ଚଳିତ ଆଇପିଏଲ୍‌-୧୪ରେ ପ୍ରଥମ ଥର ପାଇଁ ରବିବାର ଯୁଗଳ ମୁକାବିଲା ହେଉଛି । ଅପରାହ୍‌ଣ ୩.୩୦ରେ ଚେନ୍ନାଇର ଚେପକ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ଭେଟିବାକୁ ଯାଉଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ । ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ୍‌ରେ ବିଶ୍ବ କ୍ରିକେଟ୍‌ର ଦୁଇ ଶ୍ରେଷ୍ଠ ଧଳା ବଲ୍‌ କ୍ରିକେଟ୍‌ ଅଧିନାୟକ ମୁହାଁମୁହିଁ ହେବେ। ସେମାନେ ହେଲେ ଇଅନ ମୋର୍ଗାନ୍‌ ଓ ବିରାଟ କୋହଲି। ଦୁଇଟି ବିଜୟ ସହ ଆତ୍ମବିଶ୍ବାସରେ ଥିବାରୁ କୋହଲିଙ୍କ ଦଳ ନିଶ୍ଚିତ ଏହି ଅପରାହ୍‌ଣ ମ୍ୟାଚ୍‌ରେ ଫାଇଦାରେ ରହିବ ବୋଲି ଅନୁମାନ କରାଯାଉଛି।

ସେହିପରି ସଂଧ୍ୟା ୭.୩୦ ମିନିଟରେ ମୁମ୍ବାଇ‌ର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ପଞ୍ଜାବ କିଙ୍ଗ୍ସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ