ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅପ୍ରେଲ ୨୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ଅଫଲାଇନ୍ ପରୀକ୍ଷା ନେଇ ସ୍ପଷ୍ଟ କଲା ବୋର୍ଡ

ଭୁବନେଶ୍ବର ୧୦।୨: ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଥିବା ବେଳେ ଅଫଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ଼ । ଅପ୍ରେଲ ୨୬ରୁ ଅନୁଷ୍ଠିତ ହେବ ସିବିଏସଇ ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଅପ୍ରେଲ ୨୬ରୁ ଟର୍ମ ୨ ବୋର୍ଡ଼ ପରୀକ୍ଷା କରାଯିବ। ଏ ନେଇ ସିବିଶେ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ଅଫଲାଇନ୍‌ରେ ହେବ । ସୂଚୀପତ୍ର ସିବିଏସ୍‌ଇ ୱେବସାଇଟ୍‌ରେ ଅପଲୋଡ୍ କରାଯିବ । ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା କରାଯିବ ବୋଲି କରାଯିବ । ସିବିଏସ୍‌ଇ ୱେବସାଇଟରେ ଉପଲବ୍ଧ ହେବ। ସିବିଏସ୍‌ଇ କର୍ତ୍ତୃପକ୍ଷପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ ବୋର୍ଡ଼ ର ପ୍ରଶ୍ନ ପାର୍ଟରଣ ରହିବ। । । କରୋନା ମହାମାରୀ ସ୍ଥିତିକୁ ନଭେମ୍ବର-ଡିସେମ୍ବରରେ ସିବିଏସ୍‌ଇ ଦଶମ ଓ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ଦ୍ବାଦଶ ବୋର୍ଡର ଟର୍ମ -୧ ପରୀକ୍ଷା ହୋଇଥିଲା । ସିବିଏସ୍‌ଇ ପରୀକ୍ଷା ବର୍ତ୍ତମାନ ସୁଦ୍ଧା ଟର୍ମ-୧ ରେଜଲୁ ପ୍ରକାଶ ପାଇନାହିଁ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି