୧୯ରେ ସ୍ପଷ୍ଟହେବକି ରାଜ୍ୟ ଆଭିମୁଖ୍ୟ !
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼: ଚାରି ଦଶନ୍ଧି ହେଲା ଚର୍ଚ୍ଚାରେ ଥିବା ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ବର୍ତମାନ କେଉଁ ସ୍ଥିତିରେ ରହିଛି? ଏନେଇ ଲୋକେ ଦ୍ବନ୍ଦ୍ବରେ ଛନ୍ଦି ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର […]









