କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ: ୪ରେ ଶିବବିବାହ ୫ ରାତି ରେ ଶିବ ପାର୍ବତୀ ଙ୍କ ପ୍ରତ୍ୟାବର୍ତ୍ତନ ନଗର ପରିକ୍ରମା ଓ ଶୋଭାଯାତ୍ରା – ଆଜି 108 ତୋଳା ର ନାଗ ମୂର୍ତ୍ତି ଙ୍କ ଆଗମନ l

ସୁବର୍ଣ୍ଣପୁର -,, ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆଜି ଠାରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ସମସ୍ତ ରୀତିନୀତି ସହ ପାଳନପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସହ ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର […]

ଅପରାଧ ରାଜ୍ୟ

ପିଲାଚୋର ଙ୍କୁ ଧରିଲେ ଗାଁ ଲୋକ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମେଦନା ଏକାମ୍ବା ଗ୍ରାମରେ ଦୁଇଟି ପିଲା ଚୋର ଧରିଛନ୍ତି ଗ୍ରାମବାସୀ । ବର୍ତମାନସୁଦ୍ଧା ଡାବୁଗାଁ ପୋଲିସ ତରଫରୁ କୌଣସି ସଠିକ ସୂଚନା ମିଳିନଥିଲେ ମଧ୍ୟ, ଗାଁ ଲୋକେ ପିଲାଚୋରି ଅଭିଯୋଗରେ ଦୁଇ ଜଣକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି l ସୂଚନା ପ୍ରକାରେ ଏକମ୍ବା ଏ ଗାଁ ର ତିନିଜଣ ଛୋଟ ପିଲା ଚା ଧରି ଜମିକୁ ନିଜଲୋକଙ୍କୁ ଦେବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଅଚିହ୍ନା […]

ଅପରାଧ ରାଜ୍ୟ

ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲା ପୁରୁଷବନ୍ଧୁ

ଭୁବନେଶ୍ବର: ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହୋଟେଲରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୁରୁଷବନ୍ଧୁକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତକାଲିଠାରୁ ଛତିଶଗଡ଼ କବୀରନଗର ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତ ଓମେଶ ସୁଧାକରକୁ ଆଜି ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଆସନ୍ତାକାଲି ପୁଲିସ ତାକୁ ଧରି ଭୁବନେଶ୍ବରରେ ପହଞ୍ଚିବା ପରେ କୋର୍ଟ ଚାଲାଣ କରାଯିବ। ପ୍ରକାଶ ଥାଉ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ, ୟୁଜର୍ସ କହିଲେ-ଜୟାଜୀ ପୂର୍ବରୁ କଣ ଏମିତି ସରଳ

ମୁମ୍ବାଇ ୦୩।୦୬ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଫଲୋର୍ସ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦୁହିଁଙ୍କର ଏକାଠି ଫଟୋ ଦେଖିବାକୁ ମିଳିଛି। ସେହି ଫଟୋ ଏବେକାର ନୁହେଁ ବରଂ ତାଙ୍କ ବିବାହ ସମୟର । ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଅମିତାଭ ବଚ୍ଚନ ୩ ଜୁନ୍ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକ କାଲବୁର୍ଗିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଲରି ସହ ଧକ୍କା ଲାଗି ଜଳିଗଲା ବସ୍, ପୋଡି ହୋଇ ୭ ଯାତ୍ରୀ ମୃତ, ଅନେକ ଆହତ

କମଲାପୁର ୩।୬: କର୍ଣ୍ଣାଟକ କଲବୁର୍ଗି ଜିଲ୍ଲାରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ସ୍ଲିପର କୋଚ୍‌ ଯାତ୍ରୀବାହୀ ବସ୍ ଲରୀ ସହ ଧକ୍କା ଲାଗି ଜଳି ଯାଇଛି। ଫଳରେ ବସ୍‌ରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ କଲବୁର୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା କଲବୁର୍ଗି ଜିଲ୍ଲା କମଲାପୁର ତାଲୁକ ବାହ୍ୟାଞ୍ଚଳରେ ହୋଇଛି। ଗୋଆରୁ ହାଇଦ୍ରାବାଦ […]

ଅପରାଧ ରାଜ୍ୟ

ପୋଖରୀରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ୨ ଦିନ ପୂର୍ବରୁ ଥିଲେ ନିଖୋଜ

ଖୋର୍ଦ୍ଧା ୩।୬: ଖୋର୍ଦ୍ଧା କାହ୍ନୁସାଗର ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହ ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ଗଣେଶ୍ଵର ସାହୁଙ୍କର ବୋଲି ଜଣାପଡିଛି । ମୃତକ ଖୋର୍ଦ୍ଧାର ଏକ ଫୁଲ ଦୋକାନରେ ରହି କାମ କରୁଥିଲେ । ଗଣେଶ୍ବର ଦୁଇ ଦିନ ପୂର୍ବରୁ ନିଖୋଜ ଥିଲେ । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି । ଯୁବକଙ୍କ […]

ଅପରାଧ ରାଜ୍ୟ

ବାଇକ୍‌ ଡିକିରୁ ଲକ୍ଷେ ଟଙ୍କା ଲୁଟ୍‌

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନିକଟରୁ ଗୁରୁବାର ଜଣେ ଚାଷୀଙ୍କ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିନିକା ଥାନା ବଲାରଙ୍ଗା ଗ୍ରାମର ଚାଷୀ ହାଡ଼ୁ ମେହେର ବିନିକା ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଦିନ ୧୨ଟାରେ ୧ ଲକ୍ଷ ଟଙ୍କା ଉଠାଇ ଥିଲେ। ବ୍ୟାଙ୍କ ସମ୍ମୁଖରେ ଥିବା ତାଙ୍କ ବାଇକ୍‌ ଡିକିରେ ଏହି ଟଙ୍କା ରଖିଥିଲେ। ଏହା ପରେ ପାଖରେ […]

ଅପରାଧ ରାଜ୍ୟ

ପର୍ଯ୍ୟଟକଙ୍କୁ ପ୍ରାଣାନ୍ତକ ଆକ୍ରମଣ: ୨ ଗିରଫ

ପୁରୀ : ଗତ କାଲି ଏକ ପର୍ଯ୍ୟଟକ ପରିବାର ଦିଗବାରେଣୀ ଛକରେ ବସିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା କରି ରକ୍ତାକ୍ତ କରିଦେବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଛତିଶଗଡ଼ ବିଳାସପୁର ଥାନା ଅନ୍ତର୍ଗତ ଗ୍ରିନ୍‌ ପାର୍କ ଅଞ୍ଚଳର ସ୍ବପ୍ନିଲ କୁମାର ରାୟ ତାଙ୍କ ପରିବାର ସମେତ ଦିଗବାରେଣୀ ଛକ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୋସିଆଲ୍‌ ମିଡିଆରେ ଇମୋସନାଲ୍‌ ପୋଷ୍ଟ ସେୟାର କଲେ KKଙ୍କ ଝିଅ, ଲେଖିଲେ-ପାପା ତୁମେ ବହୁତ ମନେ ପଡିବ

ମୁମ୍ବାଇ ୦୩।୦୬: ବଲିଉଡର ପପୁଲାର କଣ୍ଠଶିଳ୍ପୀ କେ.କେଙ୍କ ପରଲୋକ ହୋଇଛି। ୩୧ ମେ’ କୋଲକାତାରେ ଇଭେଣ୍ଟ ସାରିବା ପରେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତଦେହ ବୁଧବାର ଦିନ କୋଲକତାରୁ ମୁମ୍ବାଇକୁ ଅଣାଯାଇଥିଲା। ଗୁରୁବାର ଦିନ କେ.କେ.ଙ୍କର ଶେଷ ରୀତିନୀତି କରାଯାଇଛି। କେ.କେଙ୍କ ମୃତ୍ୟୁ ପରେ ବିଟାଉନ୍‌ ସହ ସଂଗୀତ ଜଗତ ଦୁଃଖରେ ଭାଙ୍ଗିପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଝିଅ ଗାୟକ ତଥା ତାଙ୍କ ବାପାଙ୍କ ବିଷୟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। […]

ଅପରାଧ ରାଜ୍ୟ

ନାବାଳିକା ଆତ୍ମହତ୍ୟା ମାମଲା, ପ୍ରେମିକ ଗିରଫ

ଭୁବନେଶ୍ବର: ଗତ ୨୫ ତାରିଖରେ କେସୁରା ଅଞ୍ଚଳରେ ଘଟିଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ଆଜି ସହିଦନଗର ଥାନା ପୁଲିସ ମୃତା ନାବାଳିକାର ପ୍ରେମିକକୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀସାଗର ଥାନା ଝାରପଡ଼ାରେ ରହୁଥିବା ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବରୁଣ ନାୟକ ଓରଫ୍ ପପୁ(୨୨)। ନାବାଳିକାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ପପୁକୁ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ପଟିଆସ୍ଥିତ ଏକ ଘରୋଇ କଲେଜରେ ପଢ଼ୁଥିବା ପପୁ କେସୁରା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ଭଲପାଉଥିଲା। […]