ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍...
ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଲା ସିବିଆଇ...

ବାଲେଶ୍ବର/ସୋର: ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍। ସିବିଆଇ ହେପାଜତରେ ଅଛନ୍ତି ଅମୀର। ଆଜି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ତ୍ରୀକୁ ହତ୍ୟା ପରେ ରାତିଅଧରେ ପୋଡ଼ିଦେଲା ସ୍ୱାମୀ, ତିନି ଅଭିଯୁକ୍ତ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା କରି ପୋଡ଼ିଦେଲା ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁତଲାମହୁଲ ଗାଁରେ। ମିଳିଥିବା ସୂଚନା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଇଜେରିଆନଙ୍କ ‘ହନିଟ୍ରାପ୍ କାରନାମା

୧. ପୁରୀ ଜିଲ୍ଲାର ଜଣେ ମହିଳା ଆଇନସେବା ପ୍ରାଧିକରଣ କର୍ମଚାରୀଙ୍କୁ ୨୦୧୮ ଜାନୁଆରିରେ ଫେସ୍‌ବୁକ୍‌ରେ ଫ୍ରେଣ୍ତ ରିକୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲା ନାଇଜେରିଆନ୍‌। ବିଦେଶୀ ମୁଦ୍ରା, ସୁନା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ପରିମାଣିକ ଦର୍ଶନର ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଟୁଇଟ୍ କଲେ ଅପରାଜିତା: ‘କାହିଁକି ରାଜ୍ୟସାରା ଗସ୍ତ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ?’

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମାରିଛନ୍ତି ପାଲଟା ବାଣ। ସେ ଉଦ୍‌ବେଗ...
ଅପରାଧ ରାଜ୍ୟ

ଅପରେସନ୍ ହ୍ବାଇଟ୍ ସ୍ପାଇଡର୍: ୬ ମାସରେ ୩୬ ଲକ୍ଷର ଧଳାଜହର ଜବତ, ୫୯...

ଭୁବନେଶ୍ବର : ବ୍ରାଉନ୍‌ସୁଗାର କାରବାର ରୋକିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ‘ହ୍ୱାଇଟ୍‌ ସ୍ପାଇଡର୍‌’ ମାଧ୍ୟମରେ ଚଳିତ ବର୍ଷ ଜାନୁଆରିରୁ ଜୁନ୍ ୧୬ ତାରିଖ ସୁଦ୍ଧା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରାରେ ଚାଲିବ ୨୫୦ ସ୍ବତନ୍ତ୍ର ବସ

ପୁରୀ : ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ହିଂସା ଓ ଅଭାବକୁ ହରାଇଲା ହକି

ରାଉରକେଲା,(ଦେବବ୍ରତ ଗଡ଼ତିଆ): ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ମାସରେ ଆୟୋଜିତ ପୁରୁଷ ହକି ବିଶ୍ବକପ ସମୟରେ ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଖେଳ ପ୍ରତି...
ଅପରାଧ ରାଜ୍ୟ

ଆସିକା ପ୍ରାଣୀ ଚିକିତ୍ସା ଅଧିକାରୀ ଗିରଫ, ୯ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ପାଇଁ...