ଆଇସୋଲେସନରେ ରହିବେ ରେଭେନ୍ସା ହଷ୍ଟେଲ୍ ଛାତ୍ରଛାତ୍ରୀ, ପଜିଟିଭ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି
କଟକ ୨୫।୦୩ : ଡରାଉଛି କରୋନା । ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ...