Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ସଂପର୍କ ନିବିଡ଼: ଧର୍ମେନ୍ଦ୍ର
    ରାଜ୍ୟ

    ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ସଂପର୍କ ନିବିଡ଼: ଧର୍ମେନ୍ଦ୍ର

    NewsLaxmi7By NewsLaxmi7January 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ଆମ ଦେଶର ଶିକ୍ଷା ବ୍ୟବସ୍ଥା‌‌ ସହ କଳା ଓ ସଂସ୍କୃତିର ନିବିଡ଼ ସଂପର୍କ ରହିଛି। କଳା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ଦେଶରେ ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ଦେଶର ବିଭିନ୍ନ ଐତିହ୍ୟକୁ ଭାରତୀୟ କଳା, ସଂସ୍କୃତିର ଉଦାହରଣ ଦେଇ ବୁଝାଇଥା’ନ୍ତି। ତେଣୁ ଦେଶର ଐତିହ୍ୟ ଓ ସଂସ୍କୃତିକୁ ମନେ ନ ରଖିଲେ ଆମ ପାଠପଢ଼ା ଅସଂପୂର୍ଣ୍ଣ ରହିଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆର୍‌ଆଇଆଇ)ଠାରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆରଟି) ଓ ବିଦ୍ୟାଳୟ ଶିକ୍ଷା ଓ ସ୍ବାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ୫ ଦିନିଆ ଜାତୀୟ କଳା ଉତ୍ସବ-୨୦୨୨ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

    ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାର କଳା, ସଂସ୍କୃତି ବିଶ୍ବବିଦିତ। ରାଜ୍ୟର ବିଭିନ୍ନ ଐତିହ୍ୟ ସ୍ଥଳ ଓଡ଼ିଶାର କଳା, ସଂସ୍କୃତିକୁ ମହାନ କରାଇଛି। ପାଖାପାଖି ୧୦୦୦ ବର୍ଷ ପୁରୁଣା କୋଣାର୍କ ମନ୍ଦିରରୁ ସେ ସମୟର ବୈଜ୍ଞାନିକ ପଦ୍ଧତି ସଂପର୍କରେ ସୂଚନା ମିଳେ। ମନ୍ଦିର ନିର୍ମାଣରେ ଲୁହା, ଚୁମ୍ବକୀୟ ଶକ୍ତି, ସିଭିଲ କନ୍‌ଷ୍ଟକ୍ରସନ୍‌, କେମିକାଲ ଇଂଜିନିୟରିଂ ଭଳି ସବୁବିଦ୍ୟାର ପ୍ରୟୋଗ କରାଯାଇଥିଲା। ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଏହି ମନ୍ଦିର ବୁଲି ଯିବା ଉଚିତ। ଭାରତର କଳା ଓ ସଂସ୍କୃତିକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

    ‌ଶିକ୍ଷାନୀତି ସଂପର୍କରେ ସୂଚନା ଦେଇ ସେ କହିଥିଲେ, ନୂତନ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନ କାମ ଦ୍ରୁତ ଗତିରେ ଚାଲୁଅଛି। ୩ବର୍ଷ ବୟସରୁ ବାଲ୍‌ ବାଟିକା ଆରମ୍ଭ ହେଉଛି। ଏଥିପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ସରସ୍ବତୀ ପୂଜାଠାରୁ ପ୍ରାରମ୍ଭିକ ଅବସ୍ଥା ତଥା ବାଲବାଟିକାରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଓ ପ୍ରଥମ ପାଞ୍ଚବର୍ଷର ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ୍‌ ଓ ବହି ବି ଆସିଯିବ। ଏନ୍‌ସିଇଆର୍‌ଟି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ମିଶି ପୁସ୍ତକ ତିଆରି କରାଯାଉଛି। ଆଗାମୀ ଦିନରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା, ବସୁଧୈବ କୁଟୁମ୍ବକମ୍‌ର ଭାବନା ଆଧାରରେ ବୈଶ୍ବିକ ନାଗରିକ ପ୍ରସ୍ତୁତ କରିବା ଭଳି ୧୫ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ। ପିଲାଟି ପଢ଼ିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢ଼ିଲେ ତା’ର ପ୍ରତିଭା ବିକଶିତ ହୋଇପାରିବ। ତେଣୁ ଶିକ୍ଷାନୀତିରେ ଭାରତୀୟ ଭାଷାକୁ ଗୁରୁତ୍ବ ଦିଆଯାଉଛି। ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଉଛି।

    ସମ୍ମାନିତ ଅତିଥି ଭାବେ ଶିକ୍ଷା ମନ୍ତ୍ରାଣଳୟର ସଚିବ ସଞ୍ଜୟ କୁମାର ଯୋଗଦେଇ କହିଲେ, ଆମ ଅଞ୍ଚଳର କଳା ଓ ସଂସ୍କୃତି ଶ୍ରେଷ୍ଠ। ଯେଉଁ ଅଞ୍ଚଳର କଳା ଓ ସଂସ୍କୃତି ଭଲ, ସେ ଅଞ୍ଚଳ ଅଧିକ ବିକଶିତ। ଏହାଦ୍ବାରା ଆମ ଅଞ୍ଚଳର ସମସ୍ତ ବିକାଶ ହୋଇଥାଏ। ଆଗାମୀ ଦିନରେ କଳା ଓ ସଂସ୍କୃତିକୁ ନେଇ ବିଷୟ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନିତ ହେବ। ଶିକ୍ଷା ମନ୍ତ୍ରାଣଳୟ ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍‌ଲାନି ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ କଳା ଉତ୍ସବର ମହତ୍ତ୍ବ ସଂପର୍କରେ କହିଥିଲେ। କାର୍ଯ୍ୟକ୍ରମର ଜାତୀୟ ସଂଯୋଜକ ପୱନ ସୁଧିର ସ୍ବାଗତ ଭାଷଣ ଦେଇଥିବା ବେଳେ ଆରଆଇଇର ଅଧ୍ୟକ୍ଷ ପି ସି ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପରିସରରେ ଲକ୍ଷ୍ମୀବାଇ ଛାତ୍ରାବାସକୁ କେନ୍ଦ୍ର ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପରେ ‘ଟିଚର୍ସ ଗାଇଡ୍‌ ବୁକ୍‌’ ଲୋକାର୍ପିତ ହୋଇଥିଲା।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Article୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ୫୦ ପ୍ରତିଶତ କମାଇ ଦିଆଯାଇଛି : ଜୟରାମ ରମେଶ
    Next Article ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟିଲେ ପ୍ରତିନିଧି
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ, ଚାନ୍ଦବାଲିରୁ ଧରାପଡିଲା ଫୈଜଲ

    November 18, 2022

    ସାବିତ୍ରୀ ଅମାବାସ୍ୟା, ସ୍ବାମୀ ଙ୍କ ମଙ୍ଗଳ କାମନା କରି ସଧବା ନାରୀ ବ୍ରତ ପାଳନ

    May 31, 2022

    ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୫ କୋଭିଡ୍ ପଜିଟିଭ୍

    June 30, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.