Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବୋସ୍‌ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ଟ୍ରାଫିକ୍‌ ନିୟନ୍ତ୍ରଣ କରିବ ରୋବଟିକ୍‌ ‌ଟ୍ରାଫିକ୍‌ ପୁଲିସ୍‌
    ରାଜ୍ୟ

    ବୋସ୍‌ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ଟ୍ରାଫିକ୍‌ ନିୟନ୍ତ୍ରଣ କରିବ ରୋବଟିକ୍‌ ‌ଟ୍ରାଫିକ୍‌ ପୁଲିସ୍‌

    NewsLaxmi7By NewsLaxmi7May 16, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : ଦିନର ତାପମାତ୍ରା ୫୦ ଡିଗ୍ରି ହେଉ କି ପ୍ରବଳ ଝଡ ବ‌ର୍ଷା। ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସବୁ ସମୟରେ ଟ୍ରାଫିକ୍‌ ପୁଲିସଙ୍କୁ ଦେଖିବାକୁ ମିଳିବ। ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରୀକ ବିଦ୍ୟାଳୟ(ବୋସ୍‌) ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଡିଜାଇନ୍‌ ଆଣ୍ତ ଇନୋଭେସନ୍‌ ପ୍ରୋଜେକ୍ଟ’ରେ ପ୍ରସ୍ତୁତ କରାଯାଉଥିବା ରୋବଟିକ୍‌ ଟ୍ରାଫିକ ପୁଲିସ ନିକଟରେ ଏହି ବିଷୟ ରହିବ। ସେହିପରି ଘରେ କେହି ନଥିବା ବେଳେ ଆପଣଙ୍କ ଘରେ ଚୋର ପଶିଲେ ଆପଣଙ୍କ ମୋବାଇଲକୁ ସୂଚନା ଯିବ। ଆପଣ ବାଥ୍‌ ରୁମକୁ ଗଲେ ‌ମନକୁ ମନ ବଲବ୍‌ ଜଲିବ ଓ ଆପଣ ବାହାରି ଆସିଲେ ମନକୁ ମନ ବଲବ୍‌ ବନ୍ଦ ହୋଇଯିବ। ଡିଜିଟାଲ ଇଲେକ୍ଟ୍ରିକାଲ୍ସ ଆପଲିକେସନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏପରି ଅନେକ ଉପକରଣ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ କଲେଜ ପକ୍ଷରୁ ପ୍ରଦର୍ଶନ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି।

    ଗଳିକନ୍ଦିର ସହର କୁହାଯାଉ ଥିବା କଟକରେ ଟ୍ରାଫିକ୍‌ ସମସ୍ୟା ଅତି ଜଟିଳ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ଅଛନ୍ତି ଟ୍ରାଫିକ୍‌ ପୁଲିସ। ମାତ୍ର ଏବେ ବୋସ୍‌ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରୋବଟିକ୍‌ ଟ୍ରାଫିକ୍‌ ପୁଲିସର ନିର୍ମାଣ ଚାଲିଛି। ଏହି ରୋବଟ ଟ୍ରାଫିକ୍‌ ସିଗନାଲ୍‌ ଛକରେ ଛିଡା ହୋଇ ଟ୍ରାଫିକ୍‌ ପୁଲିସର କାମ କରିବ। ‌ଟ୍ରାଫିକ୍‌ ଛକରେ ଲାଲ୍‌ବତୀ ଜଳିଲେ ଏହା ଲୋକଙ୍କୁ ରହିବାକୁ ହାତ ଦେଖାଇବା ସହ ସବୁଜ ବତୀ ଜଳିଲେ ହାତ ହଲାଇ ଯିବାକୁ କହିବ। ଯଦି କିଏ ନିୟମ ଭାଙ୍ଗେ ତେବେ ତାର ଫଟୋ ଉଠାଇବା ସହ ଚାଲାଣ ମଧ୍ୟ କାଟିବ। ସବୁଠାରୁ ବଡ ବିଷୟ ହେଉଛି ଏହି ରୋବଟିକ୍‌ ଟ୍ରାଫିକ୍‌ ପୁଲିସ ୫୦ ଡିଗ୍ରିରୁ ଅଧିକ ଖରା ହେଉ କିମ୍ବା ଝଡ଼ବର୍ଷାରେ ଦିନରାତି ୨୪ ଘଣ୍ଟା ତାର କାମ କରିପାରିବ। ଏଥିରେ ଅଡିନୋ, ମୋଟର ଡ୍ରାଇଭର, କ୍ୟାମେରା, ସେନ୍ସର, ମାଇକ୍ରୋ କଣ୍ଟ୍ରୋଲର ବ୍ୟବହାର କରାଯାଇ କୋଡିଂ ଦେଇ ଏହାର ନିର୍ମାଣ ହେବ। ଛାତ୍ର ବିଶ୍ବଜିତ କୁଅଁର, ଅଧ୍ୟାପକ ସିଦ୍ଧାର୍ଥ ଶେଖର ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏହା ପ୍ରସ୍ତୁତ କରୁଛନ୍ତି।

    ସେହିପରି ବୋସ୍‌ ଛାତ୍ରଛାତ୍ରୀଙ୍କ ତରଫରୁ ଇନ୍‌ଫରମେସନ୍‌ ଅଫ୍‌ ଥିଂକ୍ସ (ଆଇଓଟି) ଓ ସ୍ମାର୍ଟ ବାଥ୍‌ ରୁମ୍‌ ପରି ବିଷୟ ପ୍ରସ୍ତୁତ ହେଉଛି। ଘରେ କେହି ନଥିବା ବେଳେ ଚୋର ଘରେ ପଶିଲେ ପୃଥିବୀର ଯେଉଁଠାରେ ଥିଲେ ବି ଆପଣଙ୍କ ମୋବାଇ, ଲାପଟପ୍‌ ଦ୍ବାରା ସୂଚନା ପାଇପାରିବେ। ଏହାସହ ଆପଣ ଘରଠାରୁ ଦୂରରେ ଥିଲେ ବି ଘରର ସମସ୍ତ ଉପକରଣକୁ ବନ୍ଦ କରିପାରିବେ କିମ୍ବା ଚାଲୁ କରିପାରି‌ବେ। ଏଥିରେ ଏନ୍‌ଓଡି, ଏମ୍‌ସିୟୁ, ଆର. ଡ୍ରାଇଭର, ଇଣ୍ଟର ଆପଲିକେସନ୍ ପରି ବିଷୟ ବ୍ୟବହାର କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ମାର୍ଟ ବାଥ୍‌ ରୁମ‌ର ନିର୍ମାଣ ଚାଲିଛି। ବାଥ୍‌ ରୁମକୁ ବ୍ୟବହାର କରିବାକୁ ଏହା ମଧ୍ୟକୁ ‌ଗଲେ ଏହାର ଲାଇଟ୍‌ ମନକୁ ମନ ଜଳିବ ଓ ରୁମ୍‌ ବାହାରକୁ ଆସିଲେ ଲାଇଟ୍‌ ମନକୁ ମନ ବନ୍ଦ ହୋଇଯିବ। ଏଥିରେ କାଉଣ୍ଟର ଆଇସି, ଆଇଆର ଟ୍ରାନ୍ସମିଟ୍‌ ପରି ବିଷୟ ବ୍ୟବହାର କରାଯିବ। ଅଧ୍ୟାପକ ପ୍ରଦୀପ୍ତ କୁମାର ଧଳସାମନ୍ତଙ୍କ ଅଧ୍ୟକ୍ଷତାରେ ଛାତ୍ର ଉଲ୍ଲାସ ଚନ୍ଦ୍ର ପଲାଇ, ଅଞ୍ଜନ କୁମାର ମହାନ୍ତି, ସନ୍ତୋ‌ଷ ସାହୁ, ଅଜିତ କୁମାର ସାହୁ ପ୍ରମୁଖ ଏହାକୁ ପ୍ରସ୍ତୁତ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଦ୍ବାରା ତିଆରି ହୋଇଥିବା ଉପକରଣ ଗୁଡିକ ଆସନ୍ତା ଦିନରେ କଲେଜରେ ଅନୁଷ୍ଠିତ ହେବାକୁ ଥିବା ପ୍ରଦର୍ଶନୀରେ ରଖାଯିବ ବୋଲି ଅଧ୍ୟକ୍ଷ ଇଂଜିନିୟର ଜ୍ଞାନରଂଜନ ରାୟ କହିଛନ୍ତି।

    argus barungandhi breaking news idea news interview kanak news kholakatha latest news latest orissa news latest update news fues news in odia news today news7 odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics in odisha rahulgandhi soniagandhi speech today news
    Share. Facebook Twitter LinkedIn WhatsApp Email
    Previous Articleଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
    Next Article ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ବାହାରପଟୁ କବାଟ ଦେଇ ବୁଲାଇଲେ କଳାକନା
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ସ୍ପିଡ୍ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

    July 12, 2022

    ବିମାନବନ୍ଦରରେ କୋଭିଡ୍ ନିୟମ ଢିଲା, ତାଗିଦ କଲା DGCA

    March 31, 2021

    ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ

    July 2, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.