Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଖେଳ»ଦେଶର ସ୍ଥିତି ଦେଖି ଭାବପ୍ରବଣ ହେଲେ ୟୁକ୍ରେନ ଫୁଟବଲର ରୁସଲାନ୍, ଯୁଦ୍ଧ ଟାଳିବାକୁ ହାତ ଯୋଡି କଲେ ଅନୁରୋଧ
    ଖେଳ

    ଦେଶର ସ୍ଥିତି ଦେଖି ଭାବପ୍ରବଣ ହେଲେ ୟୁକ୍ରେନ ଫୁଟବଲର ରୁସଲାନ୍, ଯୁଦ୍ଧ ଟାଳିବାକୁ ହାତ ଯୋଡି କଲେ ଅନୁରୋଧ

    NewsLaxmi7By NewsLaxmi7February 26, 2022No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଳୀ ୨୬।୦୨ : ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ଏଭଳି ଏହି ପରିସ୍ଥିତିକୁ ଦେଖି ହଲିଉଡ୍‌ ବଲିଉଡ୍‌ ଜଗତରେ ସମସ୍ତେ ସୋସିଆଲ୍‌ ମିଡିଆରେ ଫଟୋ ସେୟାର କରି ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ଯୁଦ୍ଧ ରୋକିବାକୁ ଅନୁରୋଧ କରିଛନ୍ତି।

    ଇଟାଲୀୟ ଫୁଟବଲ୍ ଟିମ୍ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେନିର ମିଡଫିଲ୍ଡର ରୁସଲାନ୍ ମାଲିନୋଭସ୍କି ଅଲିମ୍ପିୟାକୋସ ବିପକ୍ଷରେ ଗୋଲ୍ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକି ଦେଇଥିଲେ, ଯେଉଁଥିରେ ଲେଖା ଯାଇଥିଲା, ୟୁକ୍ରେନରେ ଯୁଦ୍ଧ କରନ୍ତୁ ନାହିଁ। ବର୍ତ୍ତମାନ ସୋଶାଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେହିପରି ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ୟୁକ୍ରେନ୍ ଡିଫେଣ୍ଡର୍ ଓଲେକଜାଣ୍ଡର୍ ଜିନଚେଙ୍କୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ଆଶା କରୁଛି ଯେ ଆପଣ ସବୁଠାରୁ କଷ୍ଟଦାୟକ ମୃତ୍ୟୁ ପାଇବେ। ତେବେ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।

    ୟୁରୋପା ଲିଗର ଦ୍ୱିତୀୟ ଲେଗର ଏହି ମୁକାବିଲାରେ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ଦେଇଥିଲେ। ସେହିପରି ଡେନମାର୍କର ପୁଲ-ବ୍ୟାକ୍ ଜୋକିମ୍ ମାହେଲେ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ ଆଟଲାଣ୍ଟା ବିସି ମୁକାବିଲାକୁ ୩-୦ରେ ଜିତି ରାଉଣ୍ଡ-୧୬ ପାଇଁ କ୍ୱାଲିଫାଏ କରିଛି।

    argus barungandhi breaking news interview kanak news kholakatha latest news latest orissa news latest update news fues news in odia news today news7 odia news odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics in odisha rahulgandhi soniagandhi speech today news
    Share. Facebook Twitter LinkedIn WhatsApp Email
    Previous Articleୟୁକ୍ରେନ୍‌ର ବୋମା ଶେଲ୍ଟରରେ ଜୀବନ ବିତାଉଛନ୍ତି ନବଜାତ ଶିଶୁ, ଅଭିନେତ୍ରୀ ପ୍ରିୟଙ୍କା ସେୟାର କଲେ
    Next Article ମହାଶିବରାତ୍ରୀରେ ଗର୍ଭଗୃହ ଦର୍ଶନ ମନା
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ଲମତାପୁଟ ପୋଲିସକୁ ବଡ଼ ସଫଳତା: ୨୨ ଲକ୍ଷର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

    October 24, 2022

    ଯମୁନୋତ୍ରୀ ରାଜପଥର ୧୫ ମିଟର ଧସିଗଲା, ୩୦୦୦ ତୀର୍ଥଯାତ୍ରୀ ଫସିଛନ୍ତି

    May 20, 2022

    ବାଲିଯାତ୍ରାରେ ୩୦ ଲକ୍ଷର ପାସ୍ କେଳେଙ୍କାରୀ!

    November 28, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.