Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ପତ୍ନୀଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲେ ଚର୍ଚ୍ଚିତ ଅଭିନେତା ଇନ୍ଦ୍ରଜିତ
    ଦେଶ ବିଦେଶ

    ପତ୍ନୀଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲେ ଚର୍ଚ୍ଚିତ ଅଭିନେତା ଇନ୍ଦ୍ରଜିତ

    NewsLaxmi7By NewsLaxmi7January 31, 2021No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କୋଲକାତା, ୩୧/୧: ବେଙ୍ଗଲି ସିନେମା ଜଗତର ଦକ୍ଷ ଅଭିନେତା ଇନ୍ଦ୍ରଜିତ ଦେବ୍‌ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି । ଗତକାଲି ସକାଳ ସମୟରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । କିଛି ବର୍ଷ ହେବ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପରଲୋକରେ ବେଙ୍ଗଲି ସିନେମା ଇଣ୍ଡଷ୍ଟ୍ରି ଜଣେ ବଡ଼ କଳାକାରଙ୍କୁ ହରାଇଛି । ଏ ନେଇ ବେଙ୍ଗଲି କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି ।

    ଇନ୍ଦ୍ରଜିତ୍‌ ତାଙ୍କର ଦକ୍ଷ ଏବଂ ଚମତ୍କାର ଅଭିନୟ ପାଇଁ ସାରା ରାଜ୍ୟରେ ପରିଚିତ ଥିଲେ । ସେ ଅନେକ ଟିଭି ଶୋ ଏବଂ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ପ୍ରଥମେ ସେ ଥିଏଟର୍‌ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ “ତେରୋ ପାର୍ବନ” ଟିଭି ଶୋରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଡିଡି ବଙ୍ଗଳାର ବିଭିନ୍ନ ଟିଭି ଶୋରେ ସେ ଅଭିନୟ କରି ଜଣେ ଦକ୍ଷ କଳାକାର ଭାବେ ଘରେ ଘରେ ପରିଚୟ ସୃଷ୍ଟି କରିପାରିଥିଲେ । ସେ ଦିପ୍ତି ରୟଙ୍କ ଡ୍ରାମା “ରାଣି ରସମଣି”ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।

    କିଛିବର୍ଷ ପୂର୍ବେ ଅନ୍ଦ୍ରଜିତ୍‌ ପତ୍ନୀଙ୍କୁ ହରାଇଥିଲେ । ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ପତ୍ନୀ ଚାଲିଯିବା ପରେ ଇନ୍ଦ୍ରଜିତ ତାଙ୍କ ଭାଇଙ୍କ ପାଖରେ ରହୁଥିଲେ । କିଛିଦିନ ଧରି ସେ ଅସୁସ୍ଥ ଥିଲେ । ସେ କିଡନୀ ରୋଗରେ ପୀଡ଼ିତ ଥିବା ବେଳେ ପତ୍ନୀଙ୍କୁ ଅଧିକ ମନେପାକାଉଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।।

    ତେବେ ତାଙ୍କର ହଠାତ ମୃତ୍ୟୁରେ ବେଙ୍ଗଲି ଅଭିନେତାମାନେ ଶୋକ ପ୍ରକାଶ କରିଛନ୍ତି । ଅଭିନେତା ସୁଦିପ୍ତ ଚକ୍ରବର୍ତ୍ତୀ ତାଙ୍କ ସହ ବିତେଇଥିବା ସମୟ ଏବଂ ସ୍ମୃତିକୁ ମନେପକାଇ ଟ୍ୱିଟ୍‌ ଯୋଗେ ଦୁଃଖ ପ୍ରକାଶ କରଛନ୍ତି ।

    argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news orissa latest orissa political news otv otv live political update politices rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଜାଣନ୍ତୁ ଆଜିର ରାଶିଫଳ
    Next Article କଙ୍ଗାରୁ ଆକୃତିର କେକ୍ କାଟିଲେନି ରାହାଣେ, କାରଣ ଜାଣିବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ୫ରେ ଆଣ୍ଡାମାନରେ ଲଘୁଚାପ, ଓଡ଼ିଶାକୁ ପ୍ରଭାବ ନାହିଁ

    December 2, 2022

    ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍‌

    June 29, 2022

    ଅଭିନେତ୍ରୀ କନିଷ୍କା ନିଜେ ନିଜକୁ କଲେ ବିବାହ, କହିଲେ-ମୋତେ ପୁରୁଷ ଦରକାର ନାହିଁ

    August 18, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.