Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ବର୍ଷ ୨୦୨୦ ରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକା ଜାରି କଲା ଗୁଗଲ୍, ଟପ୍ ୧୦ରେ ଅଛନ୍ତି…
    ଦେଶ ବିଦେଶ

    ବର୍ଷ ୨୦୨୦ ରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକା ଜାରି କଲା ଗୁଗଲ୍, ଟପ୍ ୧୦ରେ ଅଛନ୍ତି…

    NewsLaxmi7By NewsLaxmi7December 10, 2020No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ ୧୦/୧୨ : ଗୁଗଲ ଜାରି କରିଛି ୨୦୨୦ ର ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ନାଁ। ଟପ୍ ୧୦ ରେ ଅଛନ୍ତି ଅନେକ ଭାରତୀୟ ଅଭିନେତା ଅଭିନେତ୍ରୀ। ଜାଣନ୍ତୁ ଟପ୍ ୧୦ରେ କିଏ କିଏ ଅଛନ୍ତି :

    ୧. ଜୋ ବାଇଡେନ୍ – ବର୍ଷ ୨୦୨୦ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରଥମେ ଅଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍। ତାଙ୍କୁ ସବୁଠାରୁ ଅଧିକ ଭାରତୀୟ ହିଁ ସର୍ଚ୍ଚ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ସେ ଚର୍ଚ୍ଚାକୁ ଆସିଥିଲେ।

    ୨. ଅର୍ଣ୍ଣବ ଗୋସ୍ୱାମୀ – ଦ୍ୱିତୀୟ ସ୍ଥାନରେ ଅଛନ୍ତି ରିପବ୍ଲିକ ଟିଭି ସମ୍ପାଦକ ତଥା ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ। ଚଳିତ ବର୍ଷ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଛି। ତାଙ୍କୁ ମଧ୍ୟ ଗୁଗଲରେ ଲୋକେ ବହୁତ ସର୍ଚ୍ଚ କରିଛନ୍ତି।

    ୩. କନିକା କପୁର – ଲକଡାଉନ ପୂର୍ବରୁ ସିଙ୍ଗର କନିକା କପୁର କରୋନା ସଂକ୍ରମଣର ଶିକାର ହୋଇଥିଲେ। ଭାରତରେ ସେ ପ୍ରଥମ ସେଲିବ୍ରିଟି ଯିଏ କରୋନାରେ ସଂକ୍ରମିତ ହୋଇଥିଲେ। ଗୁଗଲରେ ଲୋକେ ତାଙ୍କୁ ଖୁବ ସର୍ଚ୍ଚ କରିଛନ୍ତି। ଯାହାଫଳରେ ସେ ଟପ ୧୦ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।


    ୪. କିମ୍ ଜୋଙ୍ଗ ଉନ୍ – ନର୍ଥ କୋରିଆ ଶାସକ କିମ୍ ଜୋଙ୍ଗ ଉନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। କିନ୍ତୁ ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ୍ଚ ପର୍ସନାଲିଟି ୨୦୨୦ ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ଲୋକେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଛନ୍ତି।


    ୫. ଅମିତାଭ ବଚ୍ଚନ – ବଲିଉଡ ଶହିଂନଶା ଅମିତାଭ ବଚ୍ଚନ ବହୁତ ଲୋକପ୍ରିୟ। ସବୁବେଳେ ଲୋକେ ତାଙ୍କ ବିଷୟରେ କିଛି ନା କିଛି ସର୍ଚ୍ଚ କରିଥାନ୍ତି। ଚଳିତ ବର୍ଷ ସେ ଏହି ତାଲିକାରେ ପଞ୍ଚମ ସ୍ଥାନ ଅକ୍ତିଆର କରିଛନ୍ତି। ସେ କରୋନା ସଂକ୍ରମଣର ଶିକାର ହେବାପରେ ଲୋକେ ଗୁଗଲ ତାଙ୍କୁ ବହୁତ ସର୍ଚ୍ଚ କରିଥିଲେ।

    ୬. ରଶିଦ ଖାନ – ଏହି ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି ରଶିଦ ଖାନ। ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ନିଜର ଆକର୍ଷଣୀୟ ଖେଳ ପାଇଁ ଖୁବ ଲୋକପ୍ରିୟ। ନିଜ ଖେଳ ପାଇଁ ସେ ଜଣାଶୁଣା। ଚଳିତ ବର୍ଷ ଭାରତୀୟ ତାଙ୍କୁ ଗୁଗଲରେ ବହୁତ ସର୍ଚ୍ଚ କରିଛନ୍ତି।


    ୭. ରିୟା ଚକ୍ରବର୍ତ୍ତୀ – ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚର୍ଚ୍ଚାକୁ ଆସିଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାର ତାଙ୍କ ନାଁ ସାମ୍ନାକୁ ଆସିଥିଲା। ଡ୍ରଗ୍ସ ମାମଲାରେ ରିୟା ଓ ତାଙ୍କ ଭାଇଙ୍କୁ ଜେଲକୁ ମଧ୍ୟ ଯିବାକୁ ପଡିଥିଲା। ସେଥିପାଇଁ ଗୁଗଲରେ ତାଙ୍କୁ ବହୁତ ସର୍ଚ୍ଚ କରାଯାଇଥିଲା।


    ୮. କମଳା ହ୍ୟାରିସ୍ – ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିତ୍ୱ ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ୍। ତାଙ୍କ ମା’ ତାମିଲନାଡୁର। ସେଥିପାଇଁ ଆମେରିକାରେ ସେ ଜିତିବା ପରେ ଭାରତରେ ମଧ୍ୟ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ଏବଂ ଗୁଗଲରେ ଅଧିକ ସର୍ଚ୍ଚ ମଧ୍ୟ ହୋଇଥିଲା।


    ୯. ଅଙ୍କିତା ଲୋଖଣ୍ଡେ – ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ଲୋକେ ଗୁଗଲରେ ବହୁତ ସର୍ଚ୍ଚ କରିଛନ୍ତି। ଅଙ୍କିତା ଓ ସୁଶାନ୍ତ ପ୍ରଥମେ ପବିତ୍ର ରିସ୍ତାରେ କାମ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା।

    ୧୦. କଙ୍ଗନା ରଣାୱତ୍ – ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ତାଲିକାରେ ପଙ୍ଗା କ୍ୱିନ କଙ୍ଗନା ରଣାୱତଙ୍କ ନାଁ ମଧ୍ୟ ସାମିଲ ରହିଛି। କଙ୍ଗନା କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରୁ ଆରମ୍ଭ କରି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିବା ମାମଲାରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଛି।

    argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleମନ୍ଦିର ସ୍ଥାପନ କରିବାକୁ ଘୋଷଣା କଲେ କଙ୍ଗନା : କହିଲେ ,‘ମା’ ଦୁର୍ଗା ତାଙ୍କୁ ଏଥିପାଇଁ ବାଛିଛନ୍ତି’
    Next Article ଗ୍ରାଇଣ୍ଡର ଖୋଳରେ ସାରା ରାତି ଫସି ରହିଲା ସାଢ଼େ ୩ ଫୁଟର ନାଗ, ଉଦ୍ଧାର ପର୍ଯ୍ୟନ୍ତ ପରିବାର ଲୋକଙ୍କ ଆଖିରୁ ହଜିଗଲା ନିଦ
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୪ ମୃତ

    December 15, 2020

    ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ପଞ୍ଚୁକରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ

    November 13, 2021

    ଲସିଥ ମାଲିଙ୍ଗାଙ୍କୁ ମିଳିଲା ଗୁରୁ ଦାୟିତ୍ୱ : ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ଶ୍ରୀଲଙ୍କା ବୋର୍ଡର ବଡ ରଣନୀତି

    June 3, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.