କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମାର୍ଶାଘାଇ ବ୍ଲକ ଅୟତିପୁର ପଞ୍ଚାୟତ ର ଆୟତପୁର ଧୋବଣୀ ନୟକଙ୍କ ଏକାଦଶାହ ଓ ଦ୍ଵାଦଶାହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କାର୍ଯ୍ୟ ଅନୁଷ୍ଠିତ ହୋଇଛି, ଏଥିରେ ବରିଷ୍ଠ ନେତା ବିଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ, ଏବଂ ଖେତସି ଦାସ, ଓ ଆୟତପୁର ସରପଞ୍ଚଙ୍କ ପ୍ରତିନିଧି ଆଶୁତୋଷ ପାତ୍ର, କେଦାର ସାମନ୍ତରାୟ,ଖିରୋଦ ସାମନ୍ତରାୟ,ବାପି ଦ୍ୱିବେଦୀ, ଓ ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଯୋଗ ଦାନ କରିଥିଲେ,
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟ କ୍ରମ ଆୟତପୁର ନିଜ ବାସଭବନରେ ଆୟୋଜିତ କରାଯାଇଥିଲା, ପରିବାର ଶତୃଘ୍ନ ନାୟକ,ରବିନ୍ଦ୍ର ନାୟକ, ନିମାଇଁ ଚରଣ ନାୟକ,ବ୍ରଜ କିଶୋର ନାୟକ, ଦେବେନ୍ଦ୍ର ନାୟକ ,ହୁଷିକେଶ ମହାପାତ୍ର, ପ୍ରମୋଦ ବିଶ୍ଵାଳ,ଗୈତମ ପରିଡ଼ା, ଓ ଝିଅ, ଜୋଇଁ, ନାତି, ନାତୁଣୀ ଙ୍କ ସହ ଯୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା,ଶେକକୁଳ ପରିବାର ଙ୍କ ବିଜୟ ମହାପାତ୍ର ଶାନ୍ତନା ଓ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଥିଲେ, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,