Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ମନୋରଞ୍ଜନ»ଅମିତାଭ ବଚ୍ଚନଙ୍କ ଠାରୁ ସୋନମ କପୁର ପର୍ଯ୍ୟନ୍ତ, ଷ୍ଟାରମାନେ ଫ୍ୟାନ୍ସଙ୍କୁ ଦେଲେ ଇଦ୍ ମୁବାରକ
    ମନୋରଞ୍ଜନ

    ଅମିତାଭ ବଚ୍ଚନଙ୍କ ଠାରୁ ସୋନମ କପୁର ପର୍ଯ୍ୟନ୍ତ, ଷ୍ଟାରମାନେ ଫ୍ୟାନ୍ସଙ୍କୁ ଦେଲେ ଇଦ୍ ମୁବାରକ

    NewsLaxmi7By NewsLaxmi7May 14, 2021No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ମୁମ୍ବାଇ ୧୪/୦୫: ଆଜି ସମଗ୍ର ଦେଶରେ ଅର୍ଥାତ୍ ୧୪ ମେରେ ଇଦ୍ ପର୍ବ ପାଳନ କରାଯାଉଛି । ବଲିଉଡ ପାଇଁ ଇଦ୍ ଅତ୍ୟନ୍ତ ସ୍ୱତନ୍ତ୍ର । ସଲମାନ ଖାନ ଗତ କିଛି ବର୍ଷ ହେବ ଇଦ୍‌ରେ ତାଙ୍କର ଫିଲ୍ମ ରିଲିଜ୍ କରି ଆସୁଛନ୍ତି । ଫ୍ୟାନ୍ସଙ୍କ ଠାରୁ ମଧ୍ୟ ସେ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରନ୍ତି । ତେବେ କୋଭିଡ କାରଣରୁ ଚଳିତ ବର୍ଷ ସବୁକିଛି ବଦଳିଯାଇଛି ଏବଂ ଲୋକମାନେ ନିଜ ଘରେ ରହି ଏହାକୁ ପାଳନ କରୁଛନ୍ତି। ଆଜି ଇଦ୍ ଅବସରରେ ଅନେକ ବଲିଉଡ ଷ୍ଟାର ସେମାନଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

    ଅମିତାଭ ବଚ୍ଚନ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି-‘ଇଦ୍ ମୁବାରକ’ ।

    ସୋନମ କପୁର ତାଙ୍କ ଫିଲ୍ମ ‘ସାବରିୟା’ର ଗୀତ ସେୟାର କରି ଲେଖିଛନ୍ତି- ‘ମୋର ସମସ୍ତ ଭାଇ ଏବଂ ଭଉଣୀଙ୍କୁ ଇଦ୍ ମୁବାରକ’ ।

    ସୁସ୍ମିତା ସେନ୍ ଲେଖିଛନ୍ତି- ‘ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟ ଲୋକଙ୍କୁ ଇଦ୍ ମୁବାରକ । ଆପଣ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ପ୍ରାର୍ଥନାରେ ମନେ ପକାଇଥିଲେ… ରୋଜା ମାଧ୍ୟମରେ । ଏବଂ ଏହି କଷ୍ଟ ସମୟରେ ମାନବିକତାକୁ ସାହାଯ୍ୟ କରିଛନ୍ତି। ”ଏହା ସହିତ ସୁସ୍ମିତା ସମସ୍ତଙ୍କ ପାଇଁ ପ୍ରେମ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

    ଦିବ୍ୟା ଖୋସଲା କୁମାର ତାଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ‘ ସମସ୍ତଙ୍କୁ ଇଦ୍ ମୁବାରକ, ଅନେକ ଭଲପାଇବା ଏବଂ ପଜିଟିଭିଟି ପଠାଉଛି । ମଜବୁତ ରୁହନ୍ତୁ ଏବଂ ନିଜର ଏବଂ ନିତ ପ୍ରିୟ ଲୋକଙ୍କ ଯତ୍ନ ନିଅନ୍ତୁ । ‘

    argus barungandhi breaking news interview kanak news kholakatha latest news latest orissa news latest update news fues news in odia news today news7 odia news odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics in odisha rahulgandhi soniagandhi speech today news
    Share. Facebook Twitter LinkedIn WhatsApp Email
    Previous Articleକରୋନାରେ ଚାଲିଗଲା ଆଉ ଏକ ଜୀବନ, ‘ଲଭ୍ ୟୁ ଜିନ୍ଦେଗୀ’ ଗୀତରେ ଝୁମୁଥିବା ଝିଅ ଦୁନିଆକୁ ଦେଲେ ବିଦାୟ
    Next Article ସିଏସ୍‌କେ ଅଭିଜ୍ଞତା ପରେ ରାଜାଙ୍କ ଆତ୍ମବିଶ୍ବାସ, ଓଡ଼ିଶା ଭଲ ଖେଳିବା ଆବଶ୍ୟକ ଏମ୍‌ଆର୍‌ଏଫ୍‌ରୁ ଚିହ୍ନଟ, ଧଳାବଲ୍‌ର ଗୁରୁତ୍ବ ଅନୁଭବ କଲି
    NewsLaxmi7
    • Website

    Related Posts

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ: ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

    April 28, 2023

    ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍‌ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ

    April 28, 2023

    ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ: ୫ ଜଣଙ୍କୁ ଉଠାଇ ନେଇ କ୍ରାଇମବ୍ରାଞ୍ଚର ଜେରା

    April 28, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

    December 24, 2021

    କପିଳେଶ୍ବର ମନ୍ଦିର ସଂରକ୍ଷଣ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କଲା ବିଜେଡି

    May 11, 2023

    ନୀତୀଶଙ୍କୁ ପ୍ରଭାବିତ କଲା ୧୧ବର୍ଷୀୟ ସୋନୁ, ବିହାରରେ ଖୁବ୍‌ଶୀଘ୍ର ଜାତିଭିତ୍ତିକ ଜନଗଣନା

    May 17, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.