Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଲାଇଫ୍ ଷ୍ଟାଇଲ»ଅତିରୁ ଇତି: ଅତ୍ୟଧିକ ଓଜନ ହ୍ରାସ କରି ମୃତ୍ୟୁ ମୁଖରେ ମହିଳା
    ଲାଇଫ୍ ଷ୍ଟାଇଲ

    ଅତିରୁ ଇତି: ଅତ୍ୟଧିକ ଓଜନ ହ୍ରାସ କରି ମୃତ୍ୟୁ ମୁଖରେ ମହିଳା

    NewsLaxmi7By NewsLaxmi7July 8, 2022Updated:November 11, 2022No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ: ଓଜନ ହ୍ରାସ କରିବାକୁ ଲୋକେ ବିଭିନ୍ନ ଉପାୟ ଅ‌ାପଣେଇଥାନ୍ତି। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଏକ ଭଲ କଥା। ମାତ୍ର ଅତ୍ୟଧିକ ଓଜନ ହ୍ରାସ ମୃତ୍ୟୁର ବି କାରଣ ବନିପାରେ। ଲୋକେ ଡାଏଟ୍‌, ବ୍ୟାୟାମ, ଯୋଗ ଆଦି ବିଭିନ୍ନ ପ୍ରକ୍ରିୟା ଆପଣେଇ ଓଜନ ହ୍ରାସ କରିଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି ଖାଦ୍ୟ ନଖାଇ ଓଜନ ହ୍ରାସ କରିବା କଥା ଚିନ୍ତା କରିଥାନ୍ତି, ଯାହାକି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

    ଯାହାର ଏକ ଜ୍ବଳନ୍ତ ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ। ଜଣେ ମହିଳା ନିଜକୁ ପତଳା କରିବା ଚକ୍କରରେ ୪୦ କିଲୋ ଓଜନ ହ୍ରାସ କରି ଏବେ ଏପରି ଦିଶୁଛନ୍ତି ଯେ ଯିଏ ଦେଖୁଛନ୍ତି ସେ ଡରି ଯାଉଛନ୍ତି। ମହିଳା ଜଣକ ତାଙ୍କର ସନ୍ତାନକୁ ଜନ୍ମ ଦେବା ପରେ ନିଜକୁ ପତଳା କରିବା ପାଇଁ ଚେଷ୍ଟା ଆରମ୍ଭ କରିିଥିଲେ। ପିଲା ଜନ୍ମ ଦେବା ପରେ ହିଁ ସେ ଖାଦ୍ୟ ଖାଇବା କମାଇ ପତଳା ହେବା ପଛରେ ପଡ଼ିଗଲେ। ସେ ଏତେ କମ୍‌ ଖାଦ୍ୟ ଖାଇଲେ ଯେ ୬୫ କିଲୋରୁ ୪୦ କିଲୋ ଓଜନ ହ୍ରାସ କରି ୨୫ କିଲୋର ପାଲଟିଗଲେ।

    ମହିଳାଙ୍କ ଉଚ୍ଚତା ୧୬୫ ସେଣ୍ଟି ମିଟର୍‌। ମହିଳା ତାଙ୍କର ଦ୍ବିତୀୟ ପିଲାକୁ ଜନ୍ମ କରିବା ପରେ ହିଁ ପତଳା ହେବାକୁ ଚିନ୍ତା କରିଥିଲେ। ମହିଳାଙ୍କ ମାତ୍ରାଧିକ ଓଜନ ହ୍ରାସ କାରଣରୁ ଶାରୀରିକ ଓ ମାନସିକ ସମସ୍ୟା ବି ପରିଲକ୍ଷିତ ହୋଇଛି। ଏବେ ସେ ଡାକ୍ତର ପରାମର୍ଶ ନେଇ ନିଜକୁ ସୁସ୍ଥ କରିବା ପଛରେ ଧାଇଁଛନ୍ତି। ମହିଳାଙ୍କ ଏକ ଭୁଲ୍‌ ନିଷ୍ପତ୍ତି ଯୋଗୁ ତାଙ୍କୁ ଅନେକ ରୋଗ ମାଡ଼ିବସିଛି।

    argus barungandhi breaking news interview kanak news kholakatha latest news latest orissa news latest update news fues news in odia news today news7 odia news odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics rahulgandhi soniagandhi speech today news
    Share. Facebook Twitter LinkedIn WhatsApp Email
    Previous Articleଜାଣନ୍ତୁ ଆଜିର ରାଶିଫଳ
    Next Article ମହିଳାଙ୍କୁ ଧକ୍କା ଦେଇ ଘୋଷାଡି ନେଲା ବସ୍, ଘଟଣାସ୍ଥଳରେ ମୃତ୍ୟୁ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ପୁରୁଣା ବିସ୍ଫୋରକ ଠାବ କଲା ପୁଲିସ

    May 12, 2022

    ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରତିଷ୍ଠା ହେବ ଏହି ଠାକୁରଙ୍କ ମନ୍ଦିର, ଟ୍ରଷ୍ଟ କାହିଁକି ଏପରି ନିଷ୍ପତ୍ତି ନେଇଛି, କେଉଁ ମନ୍ଦିର ରାମଙ୍କ ମନ୍ଦିରଠୁ ବେଶି ଗୁରୁତ୍ବପୂର୍ଣ୍ଣ ?

    May 17, 2021

    ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

    May 13, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.