ରେଳ ଯାତ୍ରା ବେଳେ ନିର୍ଦ୍ଧାରିତଠାରୁ ଅଧିକ ଜିନିଷ ନେଉଛନ୍ତି କି ? ଏମିତି ପରାମର୍ଶ ଦେଲା ରେଳବାଇ

ନୂଆଦିଲ୍ଲୀ ୩୧।୫: ଟ୍ରେନ୍‌ରେ ଯାତ୍ରା ବେଳେ ଏବେ ଅଧିକ ଜିନିଷ ନେଲେ ଦେବାକୁ ପଡିବ ଅଧିକ ଭଡା । ଯଦି ଅଧିକ ଜିନିଷ ନେଇକି ଯିବାର ଅଛି ତେବେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ୍ ବୁକ୍…

ଅଧିକ ଦେଖନ୍ତୁ... ରେଳ ଯାତ୍ରା ବେଳେ ନିର୍ଦ୍ଧାରିତଠାରୁ ଅଧିକ ଜିନିଷ ନେଉଛନ୍ତି କି ? ଏମିତି ପରାମର୍ଶ ଦେଲା ରେଳବାଇ

ୟୁକ୍ରେନ-ଋଷିଆ ଯୁଦ୍ଧ: ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆସିଲା ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କରଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

ବଡୋଦରା ୩୧।୫: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ ଜାରି ଯୁଦ୍ଧକୁ ଇତିମଧ୍ୟରେ ୩ ମାସ ପୁରି ଗଲାଣି। ହେଲେ ଯୁଦ୍ଧ ଥମିବାର ନାଁ ନେଉନି। ଯୁଦ୍ଧ ଯୋଗୁ ଭାରତ ନିଜର ନାଗରିକଙ୍କୁ ୟୁକ୍ରେନରୁ…

ଅଧିକ ଦେଖନ୍ତୁ... ୟୁକ୍ରେନ-ଋଷିଆ ଯୁଦ୍ଧ: ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆସିଲା ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କରଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ : ଟାଓ୍ୱାର ବସାଇବା ଦାବିରେ ଜାତୀୟ ରାଜପଥ ଅବରୋଧ ଧମକ ଦେଲେ ଗ୍ରାମବାସୀ

ଦେବଗଡ, ୩୧|୦୫: ଦାବି ପୂରଣ ହେଲାନି । ରାସ୍ତାକୁ ଓହ୍ଲାଇବେ ଉତ୍ତ୍ୟକ୍ତ ଗ୍ରାମବାସୀ । ଆସନ୍ତା ଜୁନ ଏକ ତାରିଖ ବୁଧବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକଠାରେ ୪୯ ନମ୍ବର…

ଅଧିକ ଦେଖନ୍ତୁ... ପ୍ରତିଶ୍ରୁତି ରଖିଲାନି ପ୍ରଶାସନ : ଟାଓ୍ୱାର ବସାଇବା ଦାବିରେ ଜାତୀୟ ରାଜପଥ ଅବରୋଧ ଧମକ ଦେଲେ ଗ୍ରାମବାସୀ

ନିଲାମ ହୋଇନଥିବା ବାଲିଖାଦାନରୁ ବାଲି ଉଠାଣ ଅଭିଯୋଗ; ଗାଁ ଲୋକଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର ୩୧/୦୫ : ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲ ଅଧିନ ସରେଇ ଗାଁ ପାଖରେ ଥିବା ଫାପୁଡିଆ ନାଳରୁ ବାଲି ଖାଦାନ ପାଇଁ ଲିଜ୍ ହୋଇଛି। ଗତ ୨୦୧୯ ମସିହାରେ ତହସିଲ ତରଫରୁ ନିଲାମ…

ଅଧିକ ଦେଖନ୍ତୁ... ନିଲାମ ହୋଇନଥିବା ବାଲିଖାଦାନରୁ ବାଲି ଉଠାଣ ଅଭିଯୋଗ; ଗାଁ ଲୋକଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ମିସ୍ ରଜ ସିଜନ-୨ ଆରମ୍ଭ, ବିଜେତାଙ୍କୁ ମିଳିବ ୫୦ହଜାର ଟଙ୍କାର ଭାଉଚର

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜର ଦ୍ୱିତୀୟ ସିଜନ ଆରମ୍ଭ । ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି ଲାଇଫଷ୍ଟାଇଲ୍ ମିସ ରଜ ୨୦୨୨ ପ୍ରତିଯୋଗିତାରେ ସହରର ଯୁବ…

ଅଧିକ ଦେଖନ୍ତୁ... ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ମିସ୍ ରଜ ସିଜନ-୨ ଆରମ୍ଭ, ବିଜେତାଙ୍କୁ ମିଳିବ ୫୦ହଜାର ଟଙ୍କାର ଭାଉଚର

ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର, ୩୧|୦୫: ୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ । କେନ୍ଦୁଝରର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଏହାସହ ୫୦…

ଅଧିକ ଦେଖନ୍ତୁ... ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ରାଜେନ୍ଦ୍ରପୁର ନରବଳୀ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯାଜପୁର ୩୧।୦୫: ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ଗାଁରେ ନରବଳୀ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ନରବଳୀ ଘଟଣାରେ ଅଭିଯୁକ୍ତ ଦୀପକ ବାରିକକୁ ଆଜୀବନ…

ଅଧିକ ଦେଖନ୍ତୁ... ରାଜେନ୍ଦ୍ରପୁର ନରବଳୀ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର

ଗଞ୍ଜାମ, ୩୧|୦୫: ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗ୍ରାମ ଝାଞ୍ଜିରୀ ସାହିରେ ସିରିଜ୍ ଚୋରି । ସୋମବାର ରାତିରେ ଚୋରମାନେ ଲଗାତର ୬ ଜଣଙ୍କ ଘରେ ପଶି ଲୁଟ୍ କରି ଫେରାର…

ଅଧିକ ଦେଖନ୍ତୁ... ୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର

ଡଙ୍ଗାମରାରୁ ୨୦ ଲକ୍ଷରୁ ଅଧିକ ଚୋରି ସାମଗ୍ରୀ ଉଦ୍ଧାର ଘଟଣା, ଜେଲ୍ ଗଲେ ୪ ଅଭିଯୁକ୍ତ

କଣ୍ଟାବାଞ୍ଜି ୩୧/୦୫: କଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣାରେ ୪ଜଣଙ୍କୁ ଗିରଫ କରିଛି କଂଟାବାଞ୍ଜି ପୋଲିସ । ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର…

ଅଧିକ ଦେଖନ୍ତୁ... ଡଙ୍ଗାମରାରୁ ୨୦ ଲକ୍ଷରୁ ଅଧିକ ଚୋରି ସାମଗ୍ରୀ ଉଦ୍ଧାର ଘଟଣା, ଜେଲ୍ ଗଲେ ୪ ଅଭିଯୁକ୍ତ

କଂଗ୍ରେସକୁ ଝଟକା, ଏହି ତାରିଖରେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ୍

ନୂଆଦିଲ୍ଲୀ ୩୧/୦୫: ପାଟିଦାର ନେତା ହାର୍ଦ୍ଦିକ ପଟେଲ ଜୁନ୍ ୨ରେ ବିଜେପିରେ ସାମିଲ ହେବେ । ନିକଟରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ ଲେଖିଛନ୍ତି ଯେ…

ଅଧିକ ଦେଖନ୍ତୁ... କଂଗ୍ରେସକୁ ଝଟକା, ଏହି ତାରିଖରେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ୍