କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ

ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ…

ଅଧିକ ଦେଖନ୍ତୁ... କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ