ନିଜକୁ ସଙ୍ଗରୋଧରେ ରଖିଲେ ସଲମାନ ଖାନ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ…

ଅଧିକ ଦେଖନ୍ତୁ... ନିଜକୁ ସଙ୍ଗରୋଧରେ ରଖିଲେ ସଲମାନ ଖାନ୍