ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କଲେ ଡାକ୍ତର ଓ କର୍ମଚାରୀ, ଧରାପଡିଯିବା ପରେ ଅଗ୍ରୀମ ୨ ହଜାର ଫେରାଇଲେ

ସୋର ୧।୧୦: ସୋର ଡାକ୍ତରଖାନାରେ ୭ ହଜାର ଟଙ୍କାରେ ହେବ ଗର୍ଭପାତ । ଏମିତି କହିଲେ ଡାକ୍ତରଖାନାର ଡାକ୍ତର । ଡାକ୍ତରଖାନା କର୍ମଚାରୀ ମାଗିଲେ ଟଙ୍କା । ଘଟଣା ଲୋକଲୋଚନକୁ ଆସିବା ପରେ ଫେରାଇଲେ…

ଅଧିକ ଦେଖନ୍ତୁ... ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କଲେ ଡାକ୍ତର ଓ କର୍ମଚାରୀ, ଧରାପଡିଯିବା ପରେ ଅଗ୍ରୀମ ୨ ହଜାର ଫେରାଇଲେ