ସମବାୟ ନିର୍ବାଚନ ନେଇ ବିଜେଡ଼ିର ପ୍ରସ୍ତୁତି, ପରିଚାଳନା ନେଇ ୭ ଜଣିଆ କମିଟି ଗଠନ

ଭୁବନେଶ୍ୱର ୧୬।୦୫: ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ…

ଅଧିକ ଦେଖନ୍ତୁ... ସମବାୟ ନିର୍ବାଚନ ନେଇ ବିଜେଡ଼ିର ପ୍ରସ୍ତୁତି, ପରିଚାଳନା ନେଇ ୭ ଜଣିଆ କମିଟି ଗଠନ

ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା ଅନୁମାନ

ଆଠଗଡ଼ ୧୬/୦୫: ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ବନାଞ୍ଚଳ ଉପରକଟା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର । ମିଳିଥିବା ସୂଚନା ଅନୁଯାୟୀ ନରସିଂହପୁର ପଶ୍ଚିମ ବନାଞ୍ଚଳ…

ଅଧିକ ଦେଖନ୍ତୁ... ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା ଅନୁମାନ

ପୋଲିସକୁ ମଦ ବେପାରୀଙ୍କ ଆକ୍ରମଣ, ରାସ୍ତା ଅବରୋଧ କଲେ ଅଭିଯୁକ୍ତ

ବାଲିପାଟଣା ୧୬।୦୫: ଚଢାଉ ବେଳେ ପୋଲିସକୁ ଆକ୍ରମଣ । ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଯାଇଥିଲେ ପୋଲିସ । ଏହାପରେ ବେପାର କରୁଥିବା ଦୋକାନୀ ପରିବାର ଓ ସମର୍ଥକଙ୍କ…

ଅଧିକ ଦେଖନ୍ତୁ... ପୋଲିସକୁ ମଦ ବେପାରୀଙ୍କ ଆକ୍ରମଣ, ରାସ୍ତା ଅବରୋଧ କଲେ ଅଭିଯୁକ୍ତ

କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା

ଭୁବନେଶ୍ୱର, ୧୬/୦୫: ରାଜ୍ୟରେ ଆଗକୁ ଖରା କମିବ, କିନ୍ତୁ ଗୁଳୁଗୁଳି ବଢ଼ିବ । ଆଗକୁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୧୮ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।…

ଅଧିକ ଦେଖନ୍ତୁ... କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା

ଗୋଡିବାରିରେ ଆଖିବୁଜିଲା ହାତୀ ‘ନନ୍ଦ’, ଅସୁସ୍ଥ ଥିବାରୁ ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର ୧୬।୦୫: ଆଖିବୁଜିଲା ନନ୍ଦ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ହୋଇଛି। ରବିବାର ଠାରୁ ହାତୀଟି ଅସୁସ୍ଥ ଥିଲା। ଲଗାତର ଭାବେ ଚିକିତ୍ସା ଚାଲିଥିଲା ।…

ଅଧିକ ଦେଖନ୍ତୁ... ଗୋଡିବାରିରେ ଆଖିବୁଜିଲା ହାତୀ ‘ନନ୍ଦ’, ଅସୁସ୍ଥ ଥିବାରୁ ଚାଲିଥିଲା ଚିକିତ୍ସା

କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଗାଡ଼ିରେ ଥିଲେ ୪୫ରୁ ୫୦ ଯାତ୍ରୀ

ବୌଦ୍ଧ ୧୬।୦୫ : ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୪୫ ରୁ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ…

ଅଧିକ ଦେଖନ୍ତୁ... କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଗାଡ଼ିରେ ଥିଲେ ୪୫ରୁ ୫୦ ଯାତ୍ରୀ

ବେଧଡ଼କ ଚାଲିଥିଲା ଜୁଆ ଖେଳ, ଚଢାଉ କରି ୮ଜଣଙ୍କୁ ବାନ୍ଧିଲା ପୋଲିସ

ବାଲିପାଟଣା ୧୬।୦୫ : ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ଖେଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ଓ ବାଇକ୍‌କୁ ଜବତ କରିଛି ପୋଲିସ । କିଛି ଜୁଆଡ୍ଡି…

ଅଧିକ ଦେଖନ୍ତୁ... ବେଧଡ଼କ ଚାଲିଥିଲା ଜୁଆ ଖେଳ, ଚଢାଉ କରି ୮ଜଣଙ୍କୁ ବାନ୍ଧିଲା ପୋଲିସ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ବାହାରପଟୁ କବାଟ ଦେଇ ବୁଲାଇଲେ କଳାକନା

ସାଲେପୁର ୧୬/୦୫: ଗତକାଲି ବିଳମ୍ବିତ ରାତିରେ ଚୋରି । ବାହାରପଟୁ ଚୋରମାନେ କବାଟଦେଇ ସବୁକିଛି ଲୁଟିନେଇ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବାଲିସାହି ଗାଁରେ । ବାଲିସାହି…

ଅଧିକ ଦେଖନ୍ତୁ... ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ବାହାରପଟୁ କବାଟ ଦେଇ ବୁଲାଇଲେ କଳାକନା

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ

ଚଣ୍ଡୀଖୋଲ ୧୬/୦୫: ଟ୍ରକ ପଛପଟୁ ଧକା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ…

ଅଧିକ ଦେଖନ୍ତୁ... ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ

ସୋଆ ସଂସ୍ଥାପକଙ୍କୁ ସିଏସ୍‍ଆର ଶ୍ରେଷ୍ଠତା ପୁରସ୍କାର, ସୋଆକୁ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସିଏସ୍‍ଆର ମାନ୍ୟତା

ଭୁବନେଶ୍ୱର ୧୬।୦୫ : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସଂସ୍ଥାପକ ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ-CSR ମ୍ୟାଗାଜିନ ତରଫରୁ ଚଳିତ ବର୍ଷର ଶ୍ରେଷ୍ଠତା…

ଅଧିକ ଦେଖନ୍ତୁ... ସୋଆ ସଂସ୍ଥାପକଙ୍କୁ ସିଏସ୍‍ଆର ଶ୍ରେଷ୍ଠତା ପୁରସ୍କାର, ସୋଆକୁ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସିଏସ୍‍ଆର ମାନ୍ୟତା