ନନ୍ଦନକାନନରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ, ପ୍ରଥମ ଦିନରେ ଗଡିଛି ୨ଟି ସଫାରୀ ବସ୍

ଭୁବନେଶ୍ବର ୧୬।୮: ଆରମ୍ଭ ହେଲା ଜଙ୍ଗଲ ସଫାରୀ । କୋଭିଡ୍ ଯୋଗୁଁ ଦୀର୍ଘ ଦେଢ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ନନ୍ଦନକାନନ ଜଙ୍ଗଲ ସଫାରୀ । ସୋମବାର ଏହାକୁ ପୁଣି ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ।…

ଅଧିକ ଦେଖନ୍ତୁ... ନନ୍ଦନକାନନରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ, ପ୍ରଥମ ଦିନରେ ଗଡିଛି ୨ଟି ସଫାରୀ ବସ୍