ଉପନିର୍ବାଚନରେ ସଫଳତା ନେଇ ଭୋଟରମାନଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିବା ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ସଂନ୍ଧ୍ୟା ୬ ଟାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ ।…

ଅଧିକ ଦେଖନ୍ତୁ... ଉପନିର୍ବାଚନରେ ସଫଳତା ନେଇ ଭୋଟରମାନଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ