ସ୍ବାଭିମାନ ଅଞ୍ଚଳରେ ଲାଗିଲା ମାଓବିରୋଧୀ ପୋଷ୍ଟର୍

ମାଲକାନଗିରି: ଆଜି ସକାଳେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବିରୋଧୀ ପୋଷ୍ଟର୍ ଦେଖିବାକୁ ମିଳିଛି। ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବିରୋଧୀ ପୋଷ୍ଟର୍ ଲଗାଯାଇଥିବା ଜଣାଯାଇଛି। ପୁଲିସ ଇନଫର୍ମର୍ ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ…

ଅଧିକ ଦେଖନ୍ତୁ... ସ୍ବାଭିମାନ ଅଞ୍ଚଳରେ ଲାଗିଲା ମାଓବିରୋଧୀ ପୋଷ୍ଟର୍