ବ୍ରାଉନସୁଗାର ଲିଙ୍କ, ଜଳେଶ୍ୱରରୁ ୬ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ STF

ଜଳେଶ୍ୱର ୦୨।୧୧: ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ର ଚଢ଼ାଉ । ବ୍ରାଉନସୁଗାର କାରବାର ଲିଙ୍କ ଅଭିଯୋଗରେ ବାଲେଶ୍ବର ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ଏବଂ ପୁରୀ ପୋଲିସ ସ୍ପେଶାଲ ସ୍କ୍ବାଡର ମିଳିତ ଚଢ଼ାଉ। ୬ ଜଣଙ୍କୁ…

ଅଧିକ ଦେଖନ୍ତୁ... ବ୍ରାଉନସୁଗାର ଲିଙ୍କ, ଜଳେଶ୍ୱରରୁ ୬ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ STF